କଣ୍ଟାବାଞ୍ଜି , ୧୪/୦୬ , ବିଶ୍ଵ ରକ୍ତଦାତା ଦିବସ ଉଲକ୍ଷେ ମାରୱାଡ଼ି ଯୁବା ମଞ୍ଚ ବିକାଶ ଶାଖା କଣ୍ଟାବାଞ୍ଜି ତରଫ ରୁ ସ୍ଥାନୀୟ ରକ୍ତଭଣ୍ଡାର ଠାରେ ଗୋଟିଏ ରକ୍ତଦାନ ଶିବିର ର ଆୟୋଜନ କରା ଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ନଗରପାଲ ବରୀୟାମ ସିଂହ ସାଲୁଜା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କୁବେରଚନ୍ଦ୍ର ମହତ, ମେଡିକଲ ଅଫିସର ଡାକ୍ତର ରାକେଶ ପଣ୍ତିତ, ଅଗ୍ରୱାଲ ସଭା ଅଧ୍ୟକ୍ଷ କୈଲାଶ ଅଗ୍ରୱାଲ, ସମ୍ପାଦକ ସନ୍ତୋଷ ଅଗ୍ରୱାଲ, ବିକାଶ ଶାଖା ସଭାପତି ଅଜୟ ଅଗ୍ରୱାଲ, ସମ୍ପାଦକ ହେମନ୍ତ ଅଗ୍ରୱାଲ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ସଂଯୋଜକ ଆଜାଦ ବଂଶଲ , ଆନନ୍ଦ ମୋଟେ ଥିବା ବେଳେ ମାରୱାଡ଼ି ମହିଳା ସମିତି ମଧ୍ୟ ଏହି ଶିବିର ଆୟୋଜନ ରେ ସହଯୋଗ କରିଥିଲେ । ରକ୍ତଦାନ ଶିବିର ରେ ୫୧ ଜଣ ସ୍ଵେଚ୍ଚାକୃତ ଭାବେ ରକ୍ତଦାନ କରିଥିଲେ । ଏହି ଶିବିରକୁ ସଫଳ କରିବା ପାଇଁ ବିକାଶ ଶାଖାର ମନିଶ ଜୈନ, ଆଶିଷ ଖଇତାନ, ବଜରଙ୍ଗ ଜିନ୍ଦଲ, ମୟଙ୍ଗ ଜୈନ, ନବନିତ ଅଗ୍ରୱାଲ ସହ ଅନ୍ୟ ସଦସ୍ୟ ଯୋଗ ଦେଇଥିଲେ ।

Post a Comment