କଣ୍ଟାବାଞ୍ଜି ,(ଆଜ ତକ୍ ଓଡ଼ିଶା) ପ୍ରତିବର୍ଷ ଭଳି ଚକିତ ବର୍ଷ ମଧ୍ୟ ସ୍ଥାନୀୟ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ରକ୍ତ କେନ୍ଦ୍ର ପକ୍ଷରୁ ବିଶ୍ୱ ରକ୍ତ ଦାତା ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତ, ସମ୍ମାନିତ ଅତିଥି ଭାବେ ନଗରପାଳ ବରିୟମ ସିଂ ସାଲୁଜା ଯୋଗଦେଇଥିଲେ । ମଞ୍ଚରେ ମେଡିକାଲ ଅଫିସର ଡାକ୍ତର ରାକେଶ ପଣ୍ଡିତ, ବ୍ଲଡ ବ୍ୟାଙ୍କ ଅଧିକାରୀ ଡାକ୍ତର ମାତା ଶ୍ରଦ୍ଧାଞ୍ଜଳି , ଡାକ୍ତର ଇପ୍ସିତା ବେହେରା, ଡାକ୍ତର ବେଣୁଧର ରାଉତ ସହ ମାରୱାଡି ୟୁବା ମଞ୍ଚ ବିକାଶ ଶାଖାର ସଭାପତି ଅଜୟ ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିଲେ । ବ୍ଲଡ ବ୍ୟାଙ୍କ କମିଟି ସଦସ୍ୟ ଆଶିଷ ଖଇତାନ ମଞ୍ଚ ପରିଚାଳନା କରିଥିଲେ । ୨୦୨୩ -୨୦୨୪ ବର୍ଷରେ ରକ୍ତଦାନ ଶିବିର ଆୟୋଜନ କରିଥିବା ପ୍ରେସ୍ କ୍ଲବ , ତେରାପନ୍ଥ ଯୁବକ ପରିଷଦ, ମାରୱାଡି ୟୁବା ମଞ୍ଚ ବିକାଶ ଶାଖା, ଅଲ ଇଣ୍ଡିଆ ମୋବାଇଲ୍ ରିଟେଲ୍ ଆସୋସିଏସନ୍, ମାରୱାଡି ଯୁବା ମଞ୍ଚ ପ୍ରଗତି ମହିଲା ଶାଖା, ମାରୱାଡି ମହିଲା ସମିତି, ମାଲି ସମାଜ , ସମ୍ରାଟ ଅଶୋକ ଫାଉଣ୍ଡେସନ , ଯାଦବ ସମାଜ, ରାମ ସେନା, ହମାରେ ପଡ଼ୋଶୀ, ବିପ୍ର ଫାଉଣ୍ଡେସନ, ସମ୍ବାଦ ପ୍ରତିନିଧି ପୁଷ୍ପକେତୁ ବେହେରା, ଅଶୋକ ଖମାରୀ, ରାଧେଶ୍ୟାମ ମେହେର, ସରୋଜ କୁମାର ମିଶ୍ର , ଅଘ୍ରିଆ ସମାଜ, ସହ ବିଭିନ୍ନ ସଂଗଠନକୁ ସମ୍ମାନିତ କରାଯାଇଥିଲା । ଏହା ସହିତ ବର୍ଷସାରା ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିବା ଏବଂ ଅନ୍ୟ ମାନଙ୍କୁ ରକ୍ତଦାନ ପାଇଁ ପ୍ରେରଣା ଦେଇଥିବା ରକ୍ତଦାତା ପ୍ରଭଜିତ ସିଂ ସାଲୁଜା , ଆନନ୍ଦ ମୋଟେ , ସୁରଦାସ ବାଗ , ହନି ସିଂ , କୋଶଳେଶ୍ୱର ଯୁବ ମାଲି ସମାଜ ସଭାପତି ରାଜୁ ପୁଟେଲ, ଉପସଭାପତି ଅଶୋକ ପୁଟେଲ, ଜଗମୋହନ ତାଣ୍ଡି , ସନଦୀପ ଶର୍ମା , ବନବାସୁ ବେହେରା , ଶାନ୍ତନୁ ବିଭାର , ପପୁ ଜୁଏଡ, ରାଜେଶ ଆନିଆ ସହ ଅନ୍ୟ ମାନଙ୍କୁ ସମ୍ମାନିତ କରାଯାଇଥିଲା ।

Post a Comment