ମୁରିବାହାଲ , ୨୨/୦୪(ଆଜତକ୍ ଓଡ଼ିଶା): କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଜେଡ଼ିର ବିଧାୟକ ପ୍ରାର୍ଥୀ ଖୋଦ ନବୀନ ପଟ୍ଟନାୟକଙ୍କ ନାଁ ଘୋଷଣା ପରେ ନିର୍ବାଚନ ମଣ୍ଡଳୀରେ ଖୁସି ର ଲହର ଖେଳି ଯାଇଛି । ଏଠାରେ ଆଗାଧଡିର ନେତୃତ୍ୟ ନେଉଥିବା ନେତା ନେତ୍ରୀ ମାନେ ନବୀନ ପଟ୍ଟନାୟକ ଙ୍କୁ ସ୍ଵାଗତ କରୁଛନ୍ତି । ବଲାଙ୍ଗିର ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାଁଙ୍କ ନେତୃତ୍ୟରେ ୧୦୦ ରୁ ଅଧିକ ସକ୍ରିୟ କର୍ମକର୍ତା ନବୀନ ନିବାସ ଯାଇ ତାଙ୍କୁ ସାକ୍ଷାତ କରିବା ସହ ସ୍ଵାଗତ କରିଛନ୍ତି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଏଥର ବିଜେଡି ଦଳ ୧ ଲକ୍ଷ ରୁ ଉର୍ଧ୍ଯ ବ୍ୟବଧାନ ରେ ଭୋଟ ପାଇ ବିଜୟୀ ହେବ ବୋଲି ମଧ୍ୟ ଏହି ସଦସ୍ୟ ମାନେ ସଂକଲ୍ପ ନେଇଥିବା କହିଛନ୍ତି । ପୂର୍ବତନ ବିଧାୟକ ଆୟୁବ ଖାଁ , ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝି , ଜିଲ୍ଲା ପରିଷଦ ସଦସ୍ୟା ନିରୁପମା ଗହିର , ମୁରିବାହାଲ ବ୍ଲକ ଅଧକ୍ଷ ହରିବନ୍ଧୁ ମେହେର , ମୁରିବାହାଲ ବ୍ଲକ ଉପାଧ୍ୟକ୍ଷା ଯାଜ୍ଞସିନୀ ହାତୀ , ମୁରିବାହାଲ ବ୍ଲକ ପତ୍ରପାଲି (କ ) ପଂଚାୟତ ସମିତି ସଭ୍ୟ ସନ୍ୟାସୀ ପୁଟେଲ,ମୁରିବାହାଲ ବ୍ଲକ ଏମପି ନୋମିନି ଶୀଧେଶ୍ୱର ଦାସ, ହଳଦୀ ପଂଚାୟତ ଆଦିବାସୀ ସଭାପତି ନିର୍ମଳ ଜାନି, ପୂନ୍ୟ ଘିବେଲା, ସବ୍ୟସାଚୀ ବେହେରା, ଧନଜୟ ମହାନନ୍ଦ, ଜୁଝେଷ୍ଟି ପୁଟେଲ, କାମଦେବ ବେହେରା, ଲୋକନାଥ ସାହୁ,ମୁରିବାହାଲ ବ୍ଲକ ୱାର୍ଡ ମେମ୍ବର ସଦସ୍ୟ , କଣ୍ଟାବାଞ୍ଜି ନଗର ପାଳିକା ପରିଷଦ ର କାଉନସିଲର ଓ ବହୁ ସଂଖ୍ୟା ରେ ବିଜୁ ଜନତା ଦଳ ର ସକ୍ରିୟ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment