ଖଡିଆଳ ଜୟ ମାତାଦି ଗୃପ ପକ୍ଷରୁ ହନୁମାନ ଜୟନ୍ତି ପାଳିତ


ନୂଆପଡା (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଜୟ ମାତାଦୀ ଗ୍ରୁପ ପକ୍ଷରୁ ହନୁମାନ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । ପ୍ରଥମେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଖଡ଼ିଆଳ ସହର ପରିକ୍ରମା କରିଥିଲେ । ସଭାପତି ପପୁ ଯାଦବ, ଓମ ପ୍ରକାଶ ଚୌଧୁରୀ, ଉପ ସଭାପତି ବଲୁ ତ୍ରିବେଦୀ,ଲକ୍ଷ୍ମମଣ ଦୁରିଆ,କମଳ ବର୍ମା, କୋଷାଧ୍ୟକ୍ଷ ରଜତ ବର୍ମା,ଶ୍ରବଣ ସଲମାନୀ, ନିତେଶ ତ୍ରିବେଦୀ, ରେଲି ପରୀକ୍ରମା ଦାଇତ୍ଵରେ ରହି ଥିଲେ। ମହେନ୍ଦ୍ର ଯାଦବ ଦୀପକ ବର୍ମା, କର୍ମକର୍ତ୍ତା ବିକାଶ ବର୍ମା ।ଅନ୍ୱେଷ ତ୍ରିବେଦୀ, ଧିରୁ ବର୍ମା, ଆୟୁଷ ଶର୍ମା,ଗଣେଶ ସାହୁ, ଅନିଲ ନାଇଖୋର, ବିଶାଳ ଯାଦବ, ଆୟୁସ ପାଣ୍ଡେ,ବିଶାଳ ଅଗ୍ରୱାଲ, କ ବିକି ପାଣ୍ଡେ,ଗୋଲୁ ସେନ, ସୋନୁ ସେନ ସମେତ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି, ଖରିଆର ବିଜ୍ଞାପିତଅଞ୍ଚଳ ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା ଓ ଶତାଧିକ ମହିଳା ପୁରୁଷ ସାମିଲ ହୋଇଥିଲେ ।

Post a Comment

Previous Post Next Post