ଗଡ଼ରାମାଲ ଗ୍ରାମରେ ଶ୍ରୀ ଶ୍ରୀ ବିଶ୍ୱାସାନ୍ତି ଏକଶହ ଚାରି ଅଖଣ୍ଡ ମହା ଯଜ୍ଞ


ନୁଆପଡ଼ା (ପରମେଶ୍ବର ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ  ନୀଳଜି ପଂଚାୟତ  ଗଡ଼ରାମାଲ ଗ୍ରାମରେ  ଶ୍ରୀ ଶ୍ରୀ ବିଶ୍ୱାସାନ୍ତି  ଏକଶହ ଚାରି   ଅଖଣ୍ଡ ମହା ଯଜ୍ଞ  ରେ   ପ୍ରାୟ  ପାଞ୍ଚ ହଜାର  କଲଷ  ଜାତ୍ରି  ଶୋଭା ଯାତ୍ରା ରେ ବାହାରି   ନିକଟର ମହାନଦୀ ରୁ  କଳସ ରେ ଜଳ ନେଇ  ଯଜ୍ଞ ମଣ୍ଡପ ଠାରେ କଳସ ସ୍ଥାପନ କରାଯାଇଛି, ଏହି ଯଜ୍ଞ ଟି  ତା  ୧୨/୩/୨୦୨୪ ରୁ   ତା  ୨୬/୩/୨୦୨୪ ରିଖ ପର୍ଯ୍ୟନ୍ତ   ଚଉଦ ଦିନ ଧରି   ନାମ ଯଜ୍ଞ ର ନାମ  ଆରମ୍ଭ କରାଯିବ,     ମୁଖ୍ୟପୁଜକ  ଧବଲେଶ୍ୱର ପୁରୋହିତ ,   ଅମୁଲ୍ୟ ମିଷ୍ର ଓ ତାଙ୍କ ଷହଜୋଗି   ଉପସ୍ଥିତ ରହି ଥିବାବେଳେ  ଏଥିରେ କର୍ତା   ଷୋହଲ ଯୋଡି ,  ସମୁଦାୟ  କୀର୍ତନ ଦଳ 45 ଟି ଦଳ କୁ ନିମନ୍ତ୍ରିତ  କରା ଯାଇଛି,ଉକ୍ତ ଯଜ୍ଞ ଟି ସାମୁହିକ ନାମ ଯଜ୍ଞ କରାଜାଉଛି,ଏଥିରେ ପରିଚାଳନା କମିଟି ର ସଭାପତି ଶ୍ରୀ ଯୁକ୍ତ  ପଙ୍କଜ ସା, ଉପ ସଭାପତି ଶ୍ରୀଯୁକ୍ତ  ପଦ୍ମନ ସା,ଭୋକେସ୍ୱର ସା, ସମ୍ପାଦକ ଶ୍ରୀ ଯୁକ୍ତ  ଶଙ୍କର ନିଆଁଲ୍, ସହ ସମ୍ପାଦକ ଶ୍ରୀ ଯୁକ୍ତ  ଲାଲ ବହାଦୁର ସା,ଵଲମତ୍ ସା, କୋଷାଧକ୍ଷ ଶ୍ରୀ ଯୁକ୍ତ  ଲିଙ୍ଗରାଜ ସା, ଉପ୍ କୋଷା ଧ କ୍ଷ୍   ମହାବିର ସା, ଏବଂ ସମସ୍ତ ଗ୍ରାମ ବାସୀ  ବୃନ୍ଦ  ଙ୍କ   ମିଳିତ  ଉଦ୍ୟମ ରେ  ଧୁମ ଧାଁମ୍ ରେ  ବିଶ୍ୱ ଶାନ୍ତି ନାମ ଯଜ୍ଞ  ପାଳନ କରା ଯାଇଛି,ଏହି କଳସ ଯାତ୍ରା ରେ  ବଜରଙ୍ଗ ଦଳ ଓ ବରଗାଁ ର ଘଣ୍ଟ ଦଳ ଶୋଭା ଯାତ୍ରା ରେ ବାହାରି ଥିଲୋ।

Post a Comment

Previous Post Next Post