ନୂଆପଡା (ପରମେଶ୍ୱର ମେହେର) ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଖଡ଼ିଆଳ ଶାଖା ତରଫରୁ ଶିବରାତ୍ରି ସପ୍ତାହ ପାଳନ ଅବସରରେ ସିନାପାଲି ଜଗନ୍ନାଥ ଛକ ଠାରେ ଆଧ୍ୟାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମ ଉକ୍ତ ଶାଖା ର ବ୍ରହ୍ମ କୁମାରୀ ସୂର୍ଯ୍ୟକାନ୍ତି ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା l ଶିବରାତ୍ରି ର ଆଧ୍ୟାତ୍ମିକ ରହସ୍ୟ ଶୀର୍ଷକ ପ୍ରବଚନ, ବିଶ୍ୱ ରୁ ଅଜ୍ଞାନ ଅନ୍ଧକାର ଦୂରୀକରଣ, ତମସିକତା ରୁ ମୁକ୍ତି ପ୍ରଦାନ ନେଇ ଆଲୋଚନା ହୋଇଥିଲା l ମୁଖ୍ୟ ଅତିଥିଭାବେ ସାମ୍ବାଦିକ ଅଜିତ ଯୋଶୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଆଶା ଜୈନ, ଅବସର ପ୍ରାପ୍ତ ଶିକ୍ଷକ କସ୍ତୁଭ ମଣି ପାତ୍ର ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବୁଦ୍ଧି ଯିବି ଓ ଜନ ସାଧାରଣ ଉପସ୍ଥିତ ଥିଲେ ।

Post a Comment