ନୂଆପଡ଼ା (ବିରବଲ ପ୍ରଧାନ) ନୁଆପଡ଼ା ଜିଲ୍ଲା ଖଡ଼ିଆଳ ଅବକାରୀ ବିଭାଗ ପକ୍ଷରୁ ଖଡ଼ିଆଳ ଥାନା ଅନ୍ତର୍ଗତ ଭୁଲିଆସିକୁଆ ପଞ୍ଚାୟତର ଛତା ଗ୍ରାମର ମୁଚୁରାମ ଭୋଇଙ୍କ (୪୩) ଦୋକାନରେ ଚଢ଼ଉ କରାଯାଇ ଜବତ ୧୦ ଲିଟର ହାତ ରନ୍ଧା ମହୁଲି ମଦ ଓ ୧୫.୬୦୦ ଲିଟର ବିୟର ଜବତ କରାଯାଇଛି। ସେହିପରି ବଡଦୋହେଲ ପଞ୍ଚାୟତର ରାଣୀପୁର ଗ୍ରାମର ଚିତ୍ରସେନ ବିଭାର (୫୩)ଙ୍କ ଦୋକାନରେ ଚଢ଼ଉ କରି ୧୦ ଲିଟର ଭାଟି ତିଆରି ମଦ ଜବତ କରାଯାଇଛି। ପରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅବକାରୀ ଏଏସ୍ଆଇ ହିଙ୍ଗୁଳା ଦାସଙ୍କ ନେତୃତ୍ବରେ ହୋଇଥିବା ଚଢ଼ଉରେ ଏଏସ୍ଆଇ ସରୋଜ କଟା, ବୈଜୟନ୍ତୀ ଶବର, ମୁରଲୀଧର ଶବର, ମଧୁସୂଦନ ସିଂ ଓ ରୋଶନ ବିଶ୍ବାଳ ସାମିଲ ଥିଲେ |

Post a Comment