ନୁଆପଡ଼ା (ବିରବଲ ପ୍ରଧାନ) ନୂଆପଡ଼ା ଜ଼ିଲ୍ଲା ଖରିଆଳ ଥାନା ଗୋଇମୁଣ୍ଡି ଛକ ଠାରେ ଟ୍ରକ ଓ କାର ଧକ୍କା ଫଳରେ କାର ରେ ବସିଥିବା ସ୍ୱାମୀ ଓ ସ୍ତୀ ଙ୍କମୃତ୍ୟୁ ହୋଇଛି, ସୂଚନା ମୁତାବକ କୋମନା ପଟୁ କାର ଓ ଖରିଆର ପଟୁ ଟ୍ରକ ଯାଉଥିଲା ଉଭୟ ସାମ୍ନା ସାମନି ଧକା ହୋଇଥିଲା, ଯାହାଫଳରେ ଟ୍ରକ ଡ୍ରାଇଭର ଟ୍ରକ ଛାଡି ଫେରାର ହୋଇ ଥିବା ବେଳେ ଗୁରୁତର ଦୁଇଜଣକୁ ଖରିଆର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ସେଠାରେ ଡାକ୍ତର ଉଭୟକୁ ମୃତ ଘୋଷଣା କରିଥିଲେ ।ମୃତ ଦୁଇଜଣ ହେଲେ ବଡ଼ ଦୋହେଲ ଗାଁ ର ସେନାପତି ବାଗ ଓ ତାଙ୍କ ସ୍ତ୍ରୀ କୁନି ବାଗ, ଉଭୟଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ ଥିବା ଜଣାଯାଏ ।ଏନେଇ ଖରିଆଳ ଥାନା ରେ ଏକ ମାମଲା ରୁଜୁ ହୋଇ ଦୁଇଟି ଶବକୁ ପୋଲିସ ରଖି ତଦନ୍ତ କରୁଛି।

Post a Comment