ବାଲେଶ୍ୱର,୧୫/୨(ଲକ୍ଷ୍ମୀଧର ବାରିକ): ନୀଳଗିରି ଧୋବଶିଳା ଗ୍ରାମର ଅଗ୍ରଣୀୟ ସେଛାସେବୀ ରୟାଲ ଫ୍ରେଣ୍ଡସ କ୍ଲବର ସରସ୍ବତୀ ପୂଜାରେ ଆଜି ଏକ ସେଚ୍ଛାକୃତ ରରକ୍ତଦାନ ଶିବିର ସମ୍ବାଦ ଆମ ଓଡ଼ିଶା ମିଳିତ ଧୋବଶିଳା ହାଇସ୍କୁଲ ପାଖ ପଡିଆଠାରେ ଅନୁଷ୍ଠିତ ହୋଇଥିଲା। କ୍ଲବର ସଭାପତି ବିଶ୍ବଜିତ ମହାନ୍ତିଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରକୁ ମୁଖ୍ୟ ଅତିଥି ଭାବେ ନୀଳଗିରି ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ତ୍ରିନାଥ ପାଲ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଡାକ୍ତର ଆଲୋକ ଖିଲାର ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଡାକ୍ତର ଖିଲାରଙ୍କ ନେତୃତ୍ବରେ ଟେକ୍ନିସିଆନ୍ ସରୋଜ କୁମାର ପାଶା, ରାଧାକାନ୍ତ ପାତ୍ର, ରାଜେଶ ଦାସ ଓ ସହଯୋଗୀ ଗତିକୃଷ୍ନ ମହାନ୍ତି ରକ୍ତ ସଂଗ୍ରହ କରିଥିଲେ। ଶିବିରରୁ ୪୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ସମ୍ପାଦକ ପ୍ରତାପ ଘଡେ଼ଇ, ସଭ୍ୟ ରାମକୃଷ୍ଣ ବେହେରା, ଜୟ ଦୀପ ସ, ଖଗେଶ୍ବର ମହାନ୍ତି, ଅମୃତାଂଶୁ ସ୍, ରଶ୍ମିରଞ୍ଜନ ସଦୁଆଳ, ଭବାନୀଶଙ୍କର ରାଉତ, ଜୀବନ କୁମାର ବେଜ୍, ପ୍ରଭାକର ସ, ନବକିଶୋର ପାତ୍ର ଓ ନୀଳଗିରି ସମ୍ବାଦ ପ୍ରତିନିଧି ଦିଲ୍ଲୀପ କୁମାର ସ୍ବାଇଁ ଶିବିରକୁ ପରିଚାଳନା କରିଥିଲେ।

Post a Comment