ବାଲେଶ୍ୱର,୧୫/୨(ଲକ୍ଷ୍ମୀଧର ବାରିକ) : ସୋର ବ୍ଲକ ମାଣିପୁର ପଂଚାୟତ ଖୁଣ୍ଟା ଗୁଲୁଣିଆ ସ୍ଥିତ ବୀଣାପାଣି କ୍ଲବ ପକ୍ଷରୁ ସରସ୍ବତୀପୂଜା ଉପଲକ୍ଷେ ଏକ ରକ୍ତଦାନ ଶିବିର ସମ୍ବାଦ ଆମ ଓଡ଼ିଶା ସହଯୋଗରେ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି।କ୍ଳବର ସଭାପତି ଲକ୍ଷ୍ମଣ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ସରୋଜ କୁମାର ମହାପାତ୍ର ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ପୂର୍ବତନ ବ୍ଲକ ଅଧକ୍ଷ ଭାସ୍କର ଜେନା,ସମାଜସେବୀ ସୁବ୍ରତ ଧଡ଼ା,ଉଦୟ ପ୍ରଧାନ, କୈଳାଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରୁ ୭୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ବାଲେଶ୍ୱର ରକ୍ତ କେନ୍ଦ୍ରର କର୍ମଚାରୀଙ୍କ ଦ୍ୱାରା ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଆମ ଓଡ଼ିଶାର ସଂଯୋଜକ ଲକ୍ଷ୍ମୀଧର ବାରିକ ପରିଚାଳନା କରିଥିବା ବେଳେ ସୋର ସମ୍ବାଦ ପ୍ରତିନିଧି ଅଭୟ କୁମାର ପତ୍ରୀ, କନକ ନିୟୁଜ ପ୍ରତିନିଧି ପ୍ରମୋଦ ଦାସ,ଭରତ ବେହେରା, ଜଗନ୍ନାଥ ଖିଲାର, ମୁରଲୀ ବେହେରା, ମନୋଜ କୁମାର ବେହେରା, କୁଶ ଚରଣ ବେହେରା, ମଧୁସୂଦନ ଖିଲାର,ଶିବଶଙ୍କର ବେହେରା, ଅର୍ଜୁନ ବେହେରା, ନରେନ୍ଦ୍ର ଖିଲାର, ଅଜିତ ବେହେରା, ହିମାଂଶୁ ଶେଖର ବେହେରା, ରମାକାନ୍ତ ବେହେରା, କାହ୍ନୁଚରଣ ବାରିକ, ଜ୍ଞାନରଞ୍ଜନ ବେହେରା, ପ୍ରଫୁଲ୍ଲ ବେହେରା, ଚିତ୍ତରଞ୍ଜନ ବେହେରା, ନବଚରଣ ବେହେରା, ଗାୟତ୍ରୀ ଖିଲାର ଓ ମନୀଷା ବେହେରାଙ୍କ ସମେତ ସଂଘର ସମସ୍ତ କର୍ମକର୍ତା ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।ରତିକାନ୍ତ ମାଲିକ,ମନୋରଞ୍ଜନ ଗିରି, ପ୍ରଦୀପ କୁମାର ରାଉତ, ଦିଲ୍ଲୀପ କୁମାର ସାହୁ, ଉତ୍ତମ କୁମାର ମଲ୍ଲିକ, ମୃତ୍ୟୁଞ୍ଜୟ ପଣ୍ଡା, ମୁକ୍ତିକାନ୍ତ ମହାରଣା, ଠାକୁର ସିଂ, ଗୌରହରି ବାରିକ, ପ୍ରହଲ୍ଲାଦ ବାରିକ, ସନ୍ଧ୍ୟାରା ଣି,କବିତା ବେହେରା, ଦେବସ୍ମିତା ବେହେରା, ମାନସୀ ସାହୁ,ମନୋରଞ୍ଜନ ବେହେରା, ରମାକାନ୍ତ ମଲ୍ଲିକ, ମଧୁସ୍ମିତା ପରିଡ଼ା, ରଞ୍ଜୁଲତା ମଲ୍ଲିକ, ଅମିତାଭ ବେହେରା, ବିଶ୍ବରଂଜନ ବେହେରା, ପ୍ରଶାନ୍ତ କୁମାର ବେହେରା,ଦିଲ୍ଲୀପ କୁମାର ଦାସ, ମନୋଜ କୁମାର ସେଠୀ, ଭଗ୍ୟଲକ୍ଷ୍ମି ଦାସ, ଜୟନ୍ତ ମଲ୍ଲିକ, ଦୈତାରି ରଣା, ଅଶୋକ କୁମାର ପଲେଇ, କ୍ନାହା ଦାସ ମନୋଜ କୁମାର ସାହୁ, ପ୍ରଦୀପ ଦାସ, ଖଗେଶ୍ବର ରାଉତ,କରୁଣାକର ସେଠୀ,ଦେବାଶିଷ ଦାସ,ଅଜୟ କୁମାର ବେହେରା,ସତ୍ୟରଞ୍ଜନ ବେହେରା,ଶ୍ରୀଧର ବେଜ, ଦଶରଥ ସିଂ,ସଞ୍ଜୟ ସିଂ,ମନୋଜ କୁମାର ବେହେରା. ସୁଧାକର ମହାକୁଡ, ମଳୟ ରଞ୍ଜନ ମହାକୁଡ, ରାଜେନ୍ଦ୍ର ପ୍ରସାଦ ସେଠୀ,ମନୋଜ କୁମାର ବେହେରା, ଦୀତି କୃଷ୍ଣ ଧଳ,ଜନ୍ମଜୟ ଜେନା,ପ୍ରଭାତ ପରିଡ଼ା, ଶୁଭାଶିଷ ସେଠୀ, କୃଷ୍ଣ ଚନ୍ଦ୍ର ବାରିକ,ପ୍ରଦୀପ କୁମାର ଖିଲାର,ଲଲାଟେନ୍ଦୁ ପାଣିଗ୍ରାହୀ,ଲିଲିମଞ୍ଜରି ପଣ୍ଡା,ରମାକାନ୍ତ ବାରିକ୍,ମାନସ ବାରିକ୍,ଉତ୍ତମ ବାରିକ୍,ରଶ୍ମିତା ବେହେରା,ବସନ୍ତ ପଲେଇ, କ୍ଷୀରୋଦ ନାୟକ, ଗୟାଧର ନାୟକ,ଜ୍ଞାନରଞ୍ଜନ ବେହେରା,ଶଶିକାନ୍ତ ପରିଡ଼ା, ସୁଲୋଚନା ବେହେରା, କୁଶ ଚରଣ ବେହେରା, ହିମାଂଶୁ ବେହେରା, ନରେନ୍ଦ୍ର ଖିଲାର,ସଞ୍ଜୀବ ବେହେରା,ଜଗବନ୍ଧୁ ବେହେରା, ସଜନୀ ଦାସ, ବାବୁସୁନା ବେହେରା, ଚିତ୍ତରଞ୍ଜନ ବେହେରା,ଅର୍ଜୁନ ବେହେରା, କମଳାକାନ୍ତ ବେହେରା,ମଧୁସୂଦନ ଖିଲାର,ଶତ୍ରୁଘ୍ନ ବେହେରା ପ୍ରମୁଖ ରକ୍ତଦାନ କରିଥିଲେ।

Post a Comment