ବାଲେଶ୍ୱର,୧୩/୨(ଲକ୍ଷ୍ମୀଧର ବାରିକ): ନୀଳଗିରି ଧୋବଶିଳା ଗ୍ରାମର ଅଗ୍ରଣୀୟ ସେଛାସେବୀ ରୟାଲ ଫ୍ରେଣ୍ଡସ କ୍ଲବ୍ ର ସରସ୍ବତୀ ପୂଜା ଉପଲକ୍ଷେ ଆସନ୍ତା ୧୫ ତାରିଖରେ ଏକ ଶେଚ୍ଛାକୃତ ରରକ୍ତଦାନ ଶିବିର ସମ୍ବାଦ ଆମ ଓଡ଼ିଶା ମିଳିତ ସହଯୋଗରେ ଅନୁଷ୍ଠିତ ହେବ। ଏନେଇ ଆଜି ଏକ ପ୍ରସ୍ତୁତି ବୈଠକ କ୍ଲବର ସଭାପତି ବିଶ୍ବଜିତ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ପାଦକ ପ୍ରତାପ ଘଡେ଼ଇ, ସଭ୍ୟ ରାମକୃଷ୍ଣ ବେହେରା, ଜୟ ଦୀପ ସ, ଖଗେଶ୍ବର ମହାନ୍ତି, ଅମୃତାଂଶୁ ସ୍, ରଶ୍ମିରଞ୍ଜନ ସଦୁଆଳ, ଗତିକୃଷ୍ଣ ମହାନ୍ତି, ଭବାନୀଶଙ୍କର ରାଉତ, ଜୀବନ କୁମାର ବେଜ୍, ପ୍ରଭାକର ସ, ନବକିଶୋର ପାତ୍ର ପ୍ରମୁଖ ଉପସ୍ଥିତି ରହି ପୂଜା ସହ ରକ୍ତଦାନ ଶିବିର ସଫଳିତା ପାଇଁ ଆଲୋଚନା କରିଥିଲେ। ଏହି ଶିବିର ସକାଳ ୯ଟାରେ ଧୋବଶିଳା ହାଇସ୍କୁଲ ପାଖ ପଡିଆଠାରେ ଅନୁଷ୍ଠିତ ହେବ। ଏଥିରେ ବହୁ ସଂଖ୍ୟାରେ ଯୋଗଦେଇ ରକ୍ତଦାନ କରିବା ପାଇଁ କ୍ଲବ୍ ପକ୍ଷରୁ ନିବେଦନ କରିଛନ୍ତି।

Post a Comment