ଅନ୍ତର୍ନିହିତ ଭୋଟର ସଚେତନତା ଓ ପଞ୍ଜିକରଣ


ଉଲୁଣ୍ଡା (ଆଜତକ ଓଡ଼ିଶା) ଉଲୁଣ୍ଡା ବ୍ଲକ ଡ. ରମେଶ ପ୍ରସାଦ ଡିଗ୍ରୀ ମହିଳା ମହାବିଦ୍ୟାଳୟ ଠାରେ ନେହେରୁ ଯୁବ କେନ୍ଦ୍ର ସୋନପୁର ତତ୍ତ୍ବ।ବଧାନରେ "ଅନ୍ତର୍ନିହିତ ଭୋଟର ସଚେତନତା ଓ ପଞ୍ଜିକରଣ" ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କଲେଜ ଉପାଧ୍ୟକ୍ଷ ରାଜୀବ ଲୋଚନ ବେହେରା ଶୁଭାରମ୍ଭ କରି ଛାତ୍ର ଛାତ୍ରୀମଙ୍କୁ ଭୋଟର ସଚେତନତା ଉପରେ ଆଲୋକପାତ କରିଥିଲେ । ଅନ୍ୟ ପକ୍ଷରେ ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପିକା ସ୍ୱାଗତିକା କର୍ଣ୍ଣ , ପିଙ୍କି ସାହୁ ପ୍ରମୁଖ ଅତିଥି ଭାବେ ନିଜର ମତ ଉପସ୍ଥାପନା କରିଥିଲେ। ରାଷ୍ଟ୍ରୀୟ ଯୁବ ସ୍ଵେଚ୍ଛାସେବୀ ହୃଷିକେଶ ଦେହେରି ମଞ୍ଚପରିଚାଳନା କରିଥଲେ । ଶେଷରେ ଧବଳେଶ୍ୱର ଭୁକ୍ତା ଧନ୍ୟବାଦ ଜଣାଇଥିଲେ।

Post a Comment

Previous Post Next Post