ବାଲେଶ୍ବର, ୨୭/୨(ଲକ୍ଷ୍ମୀଧର ବାରିକ): ସଦର ବ୍ଲକ ସାର୍ଥାର ବିଦ୍ୟା ରେସିଡେନ୍ସିଆଲ କୋଚିଂ ଏକାଡେମୀ ପକ୍ଷରୁ ଆସନ୍ତା ୨ ତାରିଖ ଶନିବାର ଏକ ସେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ଏହି ଶିବିରିଟି ଶ୍ରୀପଞ୍ଚମୀ କମିଟି ସାର୍ଥା, ଗ୍ରାମ୍ୟ ବ୍ୟାଙ୍କ୍ ସର୍ଥା ଏବଂ ସମ୍ବାଦ ଆମ ଓଡ଼ିଶାର ସହଯୋଗରେ ବିଦ୍ୟା ପରିସରରେ ଅନୁଷ୍ଠିତ ହେବ। ଏନେଇ ଆଜି ବିଦ୍ୟାର ପ୍ରତିଷ୍ଠାତା ବିଦ୍ୟୁତ ରଞ୍ଜନ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ଶମ୍ଭୁନାଥ ପାଲ ରକ୍ତଦାନ ବାବଦରେ ଉପଦେଶ ଦେଇଥିଲେ। ବିଦ୍ୟାର ଅଧ୍ୟାପକ କାର୍ତ୍ତିକ ଚନ୍ଦ୍ର ଦାସ, କାହ୍ନୁ ଚରଣ ପ୍ରଧାନ, ଅନୀଲ କୁମାର ଭୂୟାଁ, ଶତ୍ରୁଘନ ସାମନ୍ତ, ସତ୍ୟସୁନ୍ଦର ମୈକାପ, ସୁଶାନ୍ତ ମହନ୍ତ, ସତ୍ୟଜିତ ପଟ୍ଟନାୟକ, ଗଣେଶ ମଲ୍ଲିକ, ମାନସ ମହାନ୍ତି, ସୋହାଶ୍ରି ରାଉତ, ସୁବାଶିଷ ପାଲ, ଜ୍ୟୋତିର୍ମୟ ପ୍ରଧାନ,ଉଜ୍ଜ୍ୱଳ ଗିରି, ଗ୍ରାମ୍ୟ ବ୍ୟାଙ୍କର ମ୍ୟାନେଜର ଚିନ୍ତାମଣି ଦାସ, ବ୍ୟାଙ୍କ କର୍ମଚାରୀ ନିଳିମା ପରିଡ଼ା, ଶିବୁ ମାଝୀ, ରାଜକିଶୋର ଦାସ, ବିନତା ଜେନା, ସାମାଜିକକର୍ମୀ ରତିକାନ୍ତ ନନ୍ଦ।

Post a Comment