ବାଲେଶ୍ୱର,୯/୧୧(ଲକ୍ଷ୍ମୀଧର ବାରିକ): ଖଇରା ବ୍ଲକ ଗଣ୍ଡିବେଡ ବଣିକ ସଂଘ, ଦ୍ଵାରା ଅୟୁଜିତ ଚଳିତବର୍ଷ ସାର୍ବଜନୀନ କାଳୀପୂଜା ଉପଲକ୍ଷେ ପ୍ରସ୍ତୁତି ବୈଠକ ସଭାପତି ଇଂ. ରାଜେଶ ମହାକୁଡ କ ଆହ୍ବାନ କ୍ରମେ ଅନୁଷ୍ଠିତ ସ୍ଥାନୀୟ ଲଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଭାପତି ଇଂ. ରାଜେଶ ମହାକୁଡ ସଭାପତିତ୍ଵ କରି ପ୍ରଥମେ କମିଟିର ସମ୍ପାଦକ ଅଭିମନ୍ୟୁ ରାଉଳ କ ଶରୀର ଅସୁସ୍ଥ ହୋଇ ଚିକିତ୍ସାଧୀନ ଅଛନ୍ତି ଏଣୁ ଯଥାଶୀଘ୍ର ଆରୋଗ୍ୟ ଲାଭ କରି ଫେରିବା ପାଇଁ ବାବା ଲଙ୍କେଶ୍ଵର ମନ୍ଦିରରେ ସମୂହ ଦିବ ଜାଳି ଆସୁଆରୁଗ୍ୟ କାମନା ସମସ୍ତ ସଦସ୍ୟ ମାନକ ଦ୍ଵାରା କରାଯାଇଥିଲା । ଦ୍ଵିତୀୟରେ ଗତବର୍ଷର ଆୟ ବ୍ୟୟ ର ହିସାବ ଓ ହୋଇଥିବା କାର୍ଯ୍ୟକ୍ରମ ବିଶ୍ୟରେ ସବିଶେଷ ଆଲୋଚନା କରାଯାଇଥିଲା ପରେ ବର୍ତ୍ତମାନ ସୁଦ୍ଧା କମିଟିର ବ୍ୟାଙ୍କ ଆକାଉଣ୍ଟ ରେ ଜମାରାଶି ଅବଗତ କରାଯାଇଥିଲା ଓ ପରେ ଚଳିତ ବର୍ଷ ପୂଜା ଓ କାର୍ଯ୍ୟକ୍ରମ ବିଷୟରେ ସବିଶେଶ ଆଲୋଚନା ହୋଇ ସମୂହ ସହମତିକ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା। ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷ ସାର୍ବଜନିନ କାଳୀପୂଜା ଆସନ୍ତା ୧୨ ତାରିଖ ରବିବାର ଦିନ ରାତ୍ର ୮.୩୦ ରେ ଘଟତ୍ଵଳନ ହେବ ୧୩ ତାରିଖ ସୋମବାର ମଣ୍ଡପ ରେ ଭଜନ ସନ୍ଧ୍ୟା ହେବ, ୧୪ ତାରିଖ ମଙ୍ଗଳବାର ଦିନ ପିଲାଙ୍କ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ ଏହାର ପରିଚାଳନା ନୂତନ ଯୁବଗୋଷ୍ଠୀଙ୍କ ଦାୟିତ୍ୱ ରେ ହସ୍ତାନ୍ତର କରାଯାଇଛି ଏବଂ ଆସନ୍ତା ୧୫ ତାରିଖ ବୁଧବାର ଦିନ ସଂlସ୍କୃତି କାର୍ଯ୍ୟକ୍ରମ ହେବା ଦୁଇ ଜଣ ପ୍ରତିଭା କୁ ସମ୍ବର୍ଦ୍ଧନା କରିବା ସହିତ ମୁଖ୍ୟ ଅତିଥି ଭାବେ ଯୋଗଦେବl ର କାର୍ଯ୍ୟକ୍ରମ ସ୍ଥିର ହୋଇଛି , ଏହି କାର୍ଯ୍ୟକ୍ରମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅର୍କେଷ୍ଟ୍ରା ସହିତ ଓଲିଓଡ୍ ସିଙ୍ଗର ପ୍ରଭୁପଦ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି ବୈଠକରେ ବଣିକ ସଂଘ ର ସମସ୍ତ ସଦସ୍ୟ ଓ ଗଣ୍ଡିବେଡ ବଜାରର ସମସ୍ତ ଦୋକାନୀ, କୋଷାଧ୍ୟକ୍ଷ ପ୍ରତାପ ଗିରି, ଉପସଭାପତି ପୁରସ୍ତମ ମହାନ୍ତି, ପଦ୍ମଲୋଚନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Post a Comment