କଟକ (ଆଜତକ୍ ଓଡ଼ିଶା) କଟକ ଜିଲ୍ଲା ମାହାଙ୍ଗା ସ୍ଥିତ କଇଥା ଗାଆଁରେ ଥିବା ଶ୍ରୀମା ସରକାରୀ ନୋଡାଲ ଉଚ୍ଚ ପ୍ରାଇମେରୀ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ପାଲଷ୍ଟୀକ ବର୍ଜ୍ଜନ ଉପରେ ସାମାଜିକ କର୍ମୀ ସୁଶ୍ରୀ ପ୍ରମିଳା ସିଂହ ସଚେତନତା କରାଇ ଥିଲେ ପିଲାଙ୍କୁ କିପରି ଆମେ ପାଲଷ୍ଟୀକର ଅପକାର ବିଷୟରେ ଜାଣି ସଚେତନ ହେବା,ପ୍ଲାଷ୍ଟିକ ଜିନିଷର ବହୁଳ ବ୍ୟବହାର ଦ୍ବାରା ମଣିଷ ଦୁଃଖ କଷ୍ଟ ପାଇବା ସହ ରୋଗରେ ମଧ୍ୟ ପୀଡ଼ିତ ହେଉଛି ବୋଲି ବୁଝାଇଥିଲେ. ଅଧିକ ପାଲଷ୍ଟୀକ ବ୍ୟବହାର ଯୋଗୁଁ ଜୀବ ଜଗତର ଅନେକ କ୍ଷତି ହେଉଛି ବୋଲି କହି ଥିଲେ ଆମେ ଯଦି ଏବେଠୁ ସଚେତନ ନହେବା ତେବେ ଆଗତ ଭାବିଷ୍ୟତକୁ ଅନେକ ଦୁଃଖ କଷ୍ଟ ପାଇବା ଆମେ ସମସ୍ତେ ଯଦି ମିଳିମିଶି ସଚେତନ ହୋଇ ଅନ୍ୟକୁ ସଚେତନ କରାଇବା ତେବେ ଯାଇ ଆମେ ଏହି ପୃଥିବୀ ପୃଷ୍ଠରେ ସୁରକ୍ଷିତ ଭାବେ ଜୀବନ ଅତିବାହିତ କରି ପାରିବା ସଚେତନତା ହଁ ସୁରକ୍ଷାର ଚାବି କାଠି ମୋ ସୁରକ୍ଷିତ ମୋ ଦ୍ୱାୟିତ୍ୱ ଅଧିକ ପାଲଷ୍ଟୀକ ହେଉଛି ମଣିଷ ପାଇଁ କ୍ଷତି କାରକ ଆମେ ଚେଷ୍ଟା କରିବା ପଲଷ୍ଟୀକ ବ୍ୟବହାର ଠାରୁ ଦୂରେଇ ରହିବା,ତେଣୁ ପାଲଷ୍ଟୀକ ବର୍ଜ୍ଜନ ପାଇଁ ସଚେତନତା ନିହାତି ଜରୁରୀ ଆବଶ୍ୟକ ବୋଲି ସୁଶ୍ରୀ ପ୍ରମିଳା ସିଂହ କହିଥିଲେ ଏହି ଭଳି ମହତ କାର୍ଯ୍ୟ ପାଇଁ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ଅନେକ ପ୍ରସଂଶା କରିଥିଲେ ।

Post a Comment