ଖୋର୍ଦ୍ଧା: ୧୯/୧୦ (ଆଜ ତକ୍ ଓଡ଼ିଆ) ବଙ୍ଗିଦା ଉଚ୍ଚ ବିଦ୍ୟାଳୟର ୬ ଶ୍ରେଣୀର ଏକ ଭିର୍ଣ୍ଣ କ୍ଷମ(୬୦%) ଛାତ୍ରୀ ପ୍ରିୟାନ୍ସି ମହାରଣା ଖୋର୍ଦ୍ଧା ବ୍ଲକ ସ୍ତରୀୟ ଶିକ୍ଷ୍ୟା ସୁରବି କାର୍ଯ୍ୟକର୍ମରେ ସଙ୍ଗୀତ ପ୍ରତିଯୋଗିତାରେ ବିଜେପି ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଥମ ସ୍ଥାନରେ ଉର୍ତିନ ହୋଇଛନ୍ତି, ଏବଂ ପ୍ରତ୍ୟାସା ମହାପାତ୍ର ଡିବେଟ୍, ନିଶିତା ସାହୁ ରଚନା, ଇଲା ଭୂୟାଁ କୁଇଜ୍ ରେ ପ୍ରଥମ ସ୍ଥାନରେ ଉର୍ତ୍ତିନ ହୋଇଛନ୍ତି,ତେଣୁ ବଙ୍ଗିଦା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷତ୍ରୀ ବୃନ୍ଦ ଏବଂ ଅଭିଭାବକ ଗଣ ଆଜି ପିଲା ମାନଙ୍କ ଉପରେ ଗର୍ବ ଅନୁଭବ କରୁଛନ୍ତି,ଏବଂ ପ୍ରିୟାନ୍ସି ମହାରଣା ଙ୍କ ପିତା ନିମାଇଁ ଚରଣ ମହାରଣା ( ସମାଜ ସେବୀ ) ତାଙ୍କ ଝିଅ ପ୍ରୀୟାଂଶି ଉପରେ ଗର୍ବିତ,ଏବଂ ତାହା ବେଟିତ ପ୍ରିୟାନ୍ସି ମହାରଣାଙ୍କ ପିତା ଶ୍ରୀଯୁକ୍ତ ନିମାଇଁ ଚରଣ ମହାରଣା ଏବଂ ତାଙ୍କର ସହ ପରିବାର ଝିଅର ଏହି ସବୁ କାର୍ଯ୍ୟ ଦେଖି ଖୁସି ଉଲାଶରେ ତାଙ୍କ ଛାତି ପ୍ରଫୁଲିତ, ଏବଂ ଝିଅକୁ ସଙ୍ଗୀତ ଶିକ୍ଷା ଦେବା ପାଇଁ ତାଙ୍କ ପରିବାର ଇଚ୍ଛା ପ୍ରକାଶ କରିଛନ୍ତି, ଏବଂ ପ୍ରିୟାନ୍ସି ମହାରଣାଙ୍କ ପିତା ନିମାଇଁ ଚରଣ ମହାରଣା ଗଣମାଧ୍ୟମରେ ପ୍ରକାଶ କରିଛନ୍ତିକି, ସେ ଯେମିତି ସମାଜ ପ୍ରତି ନିଜକୁ ସମର୍ପିତ କରି ସମାଜର ସେବା କରୁଛନ୍ତି ତାଙ୍କ ଝିଅ ପ୍ରିୟାନ୍ସି ମଧ୍ୟ ବଡ଼ ହୋଇ ସମାଜ ସେବା କରିବା ପାଇଁ ଆଶା ଏବଂ ବିଶ୍ୱାସ ଅଛି।

Post a Comment