ନୂଆପଡ଼ା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମ ଠାରେ କିରିକିଟା ଓ ସୁନାରି ସିକୁଆଁ ଜନ ସାଧାରଣ ଲୋକ ମାନେ ରାସ୍ତା ଅବରୋଧ ରା ଜୀୟ ସରକାରଙ୍କ ପତ୍ର ସଂଖ୍ୟା ୧୬୯୬୬ ତାରିଖ ୧୫,୨୦,୨୦୨୨ ଏବଂ RCS ଙ୍କ ପତ୍ର ସଂଖ୍ୟା ୨୮୪୯ତାରିଖ ୧୦,୦୨,୨୦୨୩ ଏବଂ DRCS କଳାହାଣ୍ଡି ଡ଼ିଭିଜନ ଭବାନୀପାଟଣା ଙ୍କ ପତ୍ର ସଂଖ୍ୟା ୨୮୯୬ତାରିଖ ୧୫,୧୨,୨୦୨୨ ARCS ନୂଆପଡ଼ା ପତ୍ର ସଂଖ୍ୟା ୨୪୯ ତା ୧୬,୧୩,୨୦୨୩ ର ପତ୍ର ଅନୁସାରେ PACS ଗଠନ ପାଇଁ ଡୁ ଆଝର PACS ର ସଂପାଦକ ଙ୍କୁ ସୁନାରି ସିକୁଆଁ ଏବଂ କିରିକିଟା ଦୁଇ ଗୋଟି ଗ୍ରାମପଞ୍ଚାୟତ କୁ ନେଇଁ ଗୋଟିଏ PACS ଗଠନ କରିବା ପାଇଁ ଆଦେଶ ହୋଇଥିଲା ଏବଂ ଆଦେଶ ମୁତାବକ ଦୁଇଟି ଗ୍ରାମ ପଞ୍ଚାୟତ ବାସୀ ଏବଂ ଡୁଆଝର PACS ସଭାପତି ଙ୍କ ନେତୃତ୍ୟରେ ସଂପାଦକଙ୍କ ସହିତ ଦୁଇ ଗୋଟି ଗ୍ରାମ ପଞ୍ଚାୟତ ସରପଞ୍ଚ,ସମିତି ସଭ୍ୟ/ସଭ୍ୟ ଗ୍ରାମର ଚାଷୀମାନଙ୍କୁ ଅସ୍ଥାୟୀ କମିଟି ଗଠନ କରି ନୂତନ PACS କରିବା ପାଇଁ ARCS ଙ୍କୁ ରିଜୋଲ୍ୟୁସନ କପି ପ୍ରେରଣା କରାଯାଇଥିଲା ।କିରିକିଟା ସମବାୟ ସମିତି ନାମରେ ବ୍ୟାଙ୍କ A/C opening କରି ୭୦୦୦( ସାତ ହଜାର ଟଙ୍କା )ଜମାକରାଯାଇଥିଲା ।ପରେ ସଂମ୍ପାଦକଙ୍କ ସହିତ PACS ସଭାପତି ARCS ନୂଆପଡା ପାଖକୁ ଯାଇଁ ଟ୍ରେଜରି ଚଳାନ ଟଙ୍କା ୫୦୦୦/ପାଞ୍ଚ ହଜାର ଟଙ୍କା ପଞ୍ଜିକରଣ ବାବଦକୁ ପୈଠ କରାଯାଇଥିଲା ।ପରେ ARCS କେତେକ ଖଳ ପ୍ରକୃତିର ବ୍ୟକ୍ତିଙ୍କୁ ନେଇ ବାଦ ଦେଇ ତାଲିକାରେ ନଥିବା ଦେଖିବାକୁ ମିଲିଥିଲା ।ଏହି ଦାବୀ ପୁରଣ ନ ହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିବୁବୋଲି ଚେତାବନୀ କରାଯାଇଥିଲା ପରେ ଆସିକା ଦୁଇଦିନ ଭିତରେ ଦାବୀ ପୁରଣ କରିବା ପାଇଁ ଆଦେଶ ହେବାରୁ ରାସ୍ତା ରୁ ହଟିଥିଲେ ।

Post a Comment