ବସ୍ତା , ୩/୯ ( ପ୍ରଭାକର ମଲ୍ଲିକ ) : ବସ୍ତା ବ୍ଲକ ଅନ୍ତର୍ଗତ ନାଇକୁଡି ପଞ୍ଚଉତାର କଂଗ୍ରେସ ଦଳର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତର କଂଗ୍ରେସ ସଭାପତି ସୁଦର୍ଶନ ଜେନାଙ୍କ ସଭାପତିତ୍ବରେ ବାଳିଆ ପାଟି ଠାରେ ଅନୁଷ୍ଠିତ ବୈଠକରେ ପଞ୍ଚାୟତର ୧୩ ଟି ଓ୍ବାର୍ଡର ମୁଖ୍ୟ ସଂଗଠକ ମାନେ ଯୋଗ ଦେଇଥିଲେ। ବସ୍ତା ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ବିଜନ ନାୟକ ଯୋଗଦେଇ ପଞ୍ଚାୟତର ସଂଗଠନକୁ ମଜବୁତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଘୋଷଣା କରିଥିଲେ। ଏହି ବୈଠକରେ ବ୍ଲକ କଂଗ୍ରେସ ସଭାପତି ସତ୍ୟନାରାୟଣ ଗୁପ୍ତା, ସରପଞ୍ଚ ଡ: ନଗେନ୍ଦ୍ର କୁମାର ସିଂ, ସମବାୟ ସଭାପତି ମନୋଜ କୁମାର ମହାନ୍ତି, ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଜେନା, ପୁର୍ବତନ ସମିତି ସଭ୍ୟ ରବିନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ନାଇକୁଡି ପଞ୍ଚାୟତ ଅତିତରେ ଓଡ଼ିଶାକୁ ନେତୃତ୍ବ ଦେଇଛି ପୁର୍ବତନ ସାଂସଦ ଚିନ୍ତା ମଣି ଜେନା ପିସିସି ସଭାପତି ଥିଲେ ବୋଲି ନେତୃତ୍ବ ମାନେ ଉଲ୍ଲେଖ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତ କଂଗ୍ରେସ ନେତା ଅଭିରାମ ଦାସ, ମାନସ ପରିଡ଼ା ଙ୍କ ସମେତ ବିରେନ ଦାସ, ବିଜୟ ପାତ୍ର ପଞ୍ଚାୟତର ଯୁବ କଂଗ୍ରେସ ସଭାପତି ଆନନ୍ଦ ଦୁଆରି , ମିହିର ପାତ୍ର, ବିଶ୍ବନାଥ ଘଡେ଼ଇ ଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ଓ ସଂଗଠକ ମାନେ ଉପସ୍ଥିତ ଥିଲେ।

Post a Comment