ଓଡ଼ିଶା ଡ୍ରାଇଭର ମହାସଂଘ ଏକ ନୂତନ ଜି.ପି କମିଟି ଅନୁଷ୍ଠିତ ହୋଇସାରିଛି


ଖୋର୍ଦ୍ଧା ୩/୯ (ନିମାଇଁ ମହାରଣା) ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ବଙ୍ଗିଦା ପଞ୍ଚାୟତ ଠାରେ ଓଡିଶା ଡ୍ରାଇଭର ମହାସଂଘର ଏକ ଶାଖା ବଙ୍ଗିଦା ପଞ୍ଚାୟତରେ ଅନୁଷ୍ଠିତ ହୋଇସାରିଛି, ଏଥିରେ ବ୍ଲକ୍ ସ୍ତରୀୟ କମିଟି ଡ୍ରାଇଭର ମହାସଂଘର ସଦସ୍ୟ ବୃନ୍ଧ ଯୋଗଦେଇ ନୂତନ ସଦସ୍ୟ ଚୟନ କରିଥିଲେ, ଏବଂ G.P କମିଟିର ସଭାପତି ରୂପେ ଚୟନ ହୋଇଛନ୍ତି ଜିତେନ୍ଦ୍ର ଗୁମାନସିଂ, ସମ୍ପାଦକ ତପନ ପାଇକରାୟ, କୋଷାଧ୍ୟକ୍ଷ ଦିଲୀପ କୁମାର ସୁନ୍ଦରାୟ, ଆଡମିନ ବିପିନ ସାମନ୍ତରାୟ, ଉପଦଷ୍ଟା ଦିନକୃଷ୍ଣ ବେହେରା ଇତ୍ୟାଦି କମିଟିର ମୁଖ୍ୟ ସଦସ୍ୟ ରୂପେ ଚୟନ ହୋଇଛନ୍ତି ଏବଂ ଡ୍ରାଇଭର ଭାଇ ମାନଙ୍କର କିପରି ବିପଦ ଆପଦରେ ସାହା ହେବେ ତାହା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

Post a Comment

Previous Post Next Post