ବାଲିଆପାଳ , ୨୨/୯ ( ପ୍ରଭାକର ମଲ୍ଲିକ ) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଳକ ଅନ୍ତର୍ଗତ ସାଉଡି ଗ୍ରାମ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମର ଧର୍ମ ପରାୟଣ ବ୍ୟକ୍ତି ଯୁଗଳ କିଶୋର ବେହେରାଙ୍କ (ବୟସ : ୫୫) ସୋମବାର ରାତିରେ ବାଲେଶ୍ୱର ହସ୍ପିଟାଲରେ ଚିକିତ୍ସା ଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ଘରେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକ ତାଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇ ଥିଲେ।ପରେ ଅଧିକ ଚିକିତ୍ସା ପାଇଁ ସଦର ହସ୍ପିଟାଲକୁ ନେଇଥିଲେ। ଯୁଗଳ କିଶୋର ଜଣେ ଅସହାୟ ମଣିଷ ହୋଇଥିବା ବେଳେ ତାଙ୍କର ଦୁଇ ପୁଅ ଅସହାୟ ରହିଛନ୍ତି। ଯୁଗଳ କିଶୋରର ପରୋପକାରୀ ଗୁଣ , ଦୟା ଶୀଳତା, ମିଷ୍ଟ ଭାଷୀ ତଥା ଧର୍ମ ପରାୟଣତା ପାଇଁ ସବୁରି ପ୍ରିୟ ଥିଲେ। ତାଙ୍କ ମୃତ୍ୟୁ ରେ ଗାଁ ରେ ଶୋକର ଛାୟା ଖେଳିଯାଇଛି।ପ୍ରଶାସନ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ସଞ୍ଜୟ କୁମାର ଗୋଛାୟତ , ପୁର ତ୍ତୋ ମ ଜେନା , ଗୌରହରି ଜେନା , ନଗେନ୍ଦ୍ର ଜେନା , ସୁକାନ୍ତି ଗୋଛାୟତ , ମହେନ୍ଦ୍ର ଗୋଛାୟତ, ବାବୁଧର ନାୟକ , ହାଡିବନ୍ଧୁ ନାୟକ ପ୍ରମୁଖ ଦାବି କରିଛନ୍ତି।

Post a Comment