ନୂଆପଡା,(ପରମେଶ୍ୱର ମେହେର) ସିନାପାଲି ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ତରଫରୁ ଓ ସମିତି ସଭ୍ୟ ମନିଶ କୁମାର ପଟେଲ ଙ୍କ ନେତୃତ୍ୱରେ ସ୍ୱଚ୍ଚ ଭାରତ ମିଶନ (ଗ୍ରାମୀଣ) ପର୍ଯ୍ୟାୟରେ ଜନ ସଚେତନ କାର୍ଯ୍ୟକ୍ରମ ସ୍ଵଚ୍ଚ ହିଁ ସେବା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଆଜି ସିନାପାଲି ମହାବିଦ୍ୟାଳୟ ସିନାପାଲି ରେ ଉପସ୍ଥିତ ମାନ୍ୟବର ବିଧାୟକ ଅଧୀରାଜ୍ ମୋହନ ପାଣିଗ୍ରାହୀ ଗୋଷ୍ଟି ଉନ୍ନୟନ ଅଧିକାରୀ ସର୍ବେଶ୍ଵର ଜାଲ, BPM ଶରଦ ଚନ୍ଦ୍ର ଦୀପ, BRC ପୁଣ୍ଡରିକାକ୍ଷ ହୋତା, ବ୍ଲକ୍ ଅଧ୍ୟକ୍ଷା ମୀନା ଘଭେଲା,ସିନାପାଲି ସମିତି ସଭ୍ୟ ମନିଶ କୁମାର ପଟେଲ, ସିନାପାଲି ସରପଂଚ ସୁନୀତା ମେହେର, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଲିଙ୍ଗରାଜ ଘିଭେଲା ଓ କଲେଜ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ କଲେଜ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

Post a Comment