କଲ୍ୟାଣୀ ସେବା ଟ୍ରଷ୍ଟ ପକ୍ଷରୁ ବସ୍ତିର ମହିଳା ମାନଙ୍କୁ ପ୍ୟାଡ଼ ବଣ୍ଟନ କରି ସଚେତନ କରାଇଲେ


ଆଜତକ୍ ଓଡ଼ିଶା : କଲ୍ୟାଣୀ ସେବା ଟ୍ରଷ୍ଟ ତରଫରୁ ସୂର୍ଯ୍ୟ ନଗର ଦୁର୍ଗା ମଣ୍ଡପ ବସ୍ତି ୟୁନିଟ-୭ ବସ୍ତିର ମହିଳାଙ୍କୁ ପ୍ୟାଡ଼ ବଣ୍ଟନ କରି ସଚେତନତା କରାଇଇଲେ Sanitary Pads ସାନିଟାରୀ ପ୍ୟାଡ଼ ବ୍ୟବହାର କରିବାକୁ କେମିତି ବ୍ୟବହାର କରିବେ ସେ ବିଷୟରେ ଆଲୋଚନା କରି ସଚେତନ କରି ପ୍ୟାଡ଼ ବଣ୍ଟନ କରାଇଲେ ଏଇ ଅଭିଯାନ ଦୀର୍ଘ ପସାରୀ ହେଉ ନାରୀ ମାନେ ନିଜ ଶରୀର ପାଇଁ ସଚେତନ ହୁଅନ୍ତୁ ଆଉ ଏ ସଚେତନତା ପାଇଁ ଘରେ ଘରେ ସ୍ୱର ଉଠୁ କହି ରଖୁଛି ଋତୁସ୍ରାବ ଲଜ୍ଜା ଜନକ ନୁହେଁ ଏହା ପ୍ରାକୃତିକ । ଏହାକୁ ସହଜରେ ଗ୍ରହଣ କରି ସଚେତନ ରୁହନ୍ତୁ ଏବଂ ସଚେତନତା ସୃଷ୍ଟି କରନ୍ତୁ, ମହିଳା ମାନେ ଋତୁ ସ୍ରାବ ନିୟମକୁ ମାନନ୍ତୁ ସଫା ସୁତୁରା ରୁହନ୍ତୁ ସଚେତନତା ହଁ ସୁରକ୍ଷାର ରକ୍ଷା କବଜ ସୁସ୍ଥ୍ୟ ହଁ ସମ୍ପଦ,କଲ୍ୟାଣୀ ସେବା ଟ୍ରଷ୍ଟ ଚେୟାରମ୍ୟାନ ଶ୍ରୀମତୀ ଗୀତା ବିଶ୍ୱାସ ଆଜିର ସେବା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଓ ଆଗକୁ ଏମିତି ସେବା କାର୍ୟ୍ଯ ଜାରି ରହିବ ବୋଲି ଅନୁଷ୍ଠାନ ପକ୍ଷରୁ କହିଛନ୍ତି ।

Post a Comment

Previous Post Next Post