ସୋନପୁର (ଆଜତକ୍ ଓଡ଼ିଶା) ସୋନପୁର ଜିଲ୍ଲା ଉଲଣ୍ଡା ଠାରେ ଓଡ଼ିଶା ଟାକ୍ସ ଫୋର୍ସ କୁ ବଡ ସଫଳତା ମିଳିଅଛି। ଉନ୍ନତ ମାନର ନକଲି ୫୦୦ ଟଙ୍କିଆ ନୋଟ୍ ଜବତ୍ କରିଥିବା ବେଳେ ଏହି ନକଲି ନୋଟ କାରବାର ରେ ସଂପୃକ୍ତ ଥିବା ଜଣେ ବ୍ୟକ୍ତି ଦୀପକ ମେହେର ପିତା ଭୂଷଣ ମେହେରଙ୍କୁ ଗିରଫ, କରି ବୀରମହରାଜପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଙ୍କ ଠାରେ ହଜାର କରାଯାଇଅଛି। ନକଲି ନୋଟ ଛାପିବା ସହ ଏହା କୁ ସହର ରେ ବେଆଇନ ଭାବରେ ଚାଲିବା ଚେଷ୍ଟା କରିଥିଲେ। ବିଶେଷ ସୁତ୍ରରୁ ଖବର ପାଇଁ ଓଡ଼ିଶା ଟାକ୍ସ ଫୋର୍ସ ଚଢାଉ କରିଥିଲେ। ସମସ୍ତ ପ୍ରକାଶନ ଯନ୍ତ୍ରପାତି ସହ ପ୍ରିଣ୍ଟ, ନୋଟ ପ୍ରସ୍ତୁତିରେ ଆବଶ୍ୟକ ସରଞ୍ଜାମ ଜବତ୍ କରିଛନ୍ତି।ଘଟଣା ସ୍ଥଲୁ ୪୧.୧୬ ଲକ୍ଷ ଟଙ୍କା ନକଲି ନୋଟ ଜବତ୍ କରିଛନ୍ତି। ଏହି ଘଟଣାକୁ ନେଇ ଓଡ଼ିଶା ଟାକ୍ସ ଫୋର୍ସ ରେ କେଶ ନମ୍ୱର୍ ୧୮/୨୦୨୩ ମାମଲା ରୁଜୁ ହୋଇଅଛି। ଧାରା ୪୯୮(କ), ୪୯୮(ଖ), ୪୯୮(ଗ), ଏବଂ ୧୨୦(ବି) ରୁଜୁ ହୋଇଅଛି।ଏହି ଘଟଣାରେ ବ୍ୟାପକ ଲୋକଙ୍କ ସଂପୃକ୍ତି ଥିବା ଜଣାପଡିଛି।ଛତିଶଗଡ଼ ଲିଙ୍କ ଥିବା ଅନୁମାନ କରୁଛନ୍ତି ।

Post a Comment