ବଲାଙ୍ଗିର ୧୫/୮ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଗମ୍ଭାରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଆଜି ସ୍ୱାଧୀନତା ଦିବସ ପାଳନ ହୋଇ ଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପର୍ଶୁରାମ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏସଏମସି ସଭାପତି କୃପାସିନ୍ଧୁ ଝାଙ୍କର ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏବଂ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ଗ୍ରାମ ବୁଲିବା ସହ ତାଙ୍କୁ ମିଠା ବଣ୍ଟନ କରିଥିଲେ । ଏହି ଅବସରରେ ଛୋଟ ଛୋଟ ପିଲା ମାନେ ଖୁସି ଉଳ୍ଳାସରେ ସ୍ୱାଧୀନତା ଦିବସଟିକୁ ଜୋରସୋରରେ ପାଳନ କରିଛନ୍ତି ।

Post a Comment