ସୁବର୍ଣ୍ଣପୁର (ସର୍ଜନ କୁମାର ପାଣ୍ଡେ) ଆଜି ସୁବର୍ଣ୍ଣପୁର ଜିଲ୍ଲାର ପତ୍ଞ୍ଜଳୀ ୟୁବ ଭାରତ ତରଫରୁ ଆୟୁର୍ବେଦ ଶିରୋମଣି ତଥା ପତ୍ଞ୍ଜଳୀ ର ପ୍ରମୁଖ ଆଚାର୍ଯ୍ୟ ବାଳକୃଷ୍ଣ ଜି ଙ୍କ ଜନ୍ମ୍ ଦିନକୁ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଜଡିବୁଟି ଦିବସ ଭାବେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିରେନ୍ଦ୍ର କୁମାର ନାଏକ ଓ ସମ୍ମାନିତ ଅତିଥି ଭାବେ ସୋନପୁର ମହାବିଦ୍ୟାଳୟର ଏନସିସି ର ମୁଖ୍ୟ ଲେପ୍ଟନେଣ୍ଡ ଆଶିଷ ଅଗ୍ରୱାଲ ଉପସ୍ଥିତ ରହି ଜଡିବୁଟି ଦିବସ ର ଉଦ୍ଦେଶ୍ୟ ଓ ଆୟୁବେଦ ର ବ୍ୟବହାର ରେ ମଣିଷ ଅତି ଦୁର୍ଲଭ ରୋଗ ରୁ ବଞ୍ଚି ପାରିବ ବୋଲି କହିଥିଲେ। ସେହିପରି ପ୍ରତି ପରିବାର ର ଲୋକେ ନିଜ ଘର ଅଗଣା ରେ ତୁଳସୀ, ନିମ୍ବ, ଗିଲୋଇ ରୋପଣ କରି ବ୍ଯବହାର କରିବା ଉଚିତ୍ ବୋଲି ପତ୍ଞ୍ଜଳୀ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ପଣ୍ଡା କହିଥିଲେ। ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଅଫିସ ରେ ଅମଲା, ନିମ୍ବ, ପିଜୁଳି, ବେଲ ଗୀଲୋଇ, ଜାମୁ ଗଛ ରୋପଣ କରା ଯାଇଛି। ପତଞ୍ଜଳୀ ପରିବାର ର ଯୋଗ ପ୍ରଶିକ୍ଷକ ନିମେଇ ମହାକୁର, ଗୁଣନିଧି ଥନାପତି ଓ ସୂର୍ୟ ସାହୁ, ଜୟଦେବ ପାଢ଼ୀ , ଆକାଶ ଠେଲା, ଲୋକନାଥ ନାଏକ, ଆକାଶ ଭୋଇନା, ସିପୁନ ବିଶ୍ବାଳ, ସୂମି ନାଏକ, ରୂପାଲି ବାଗ ଓ ଅନ୍ୟାନ୍ୟ ncc ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାରେ ଆଗାମୀ ଦିନରେ ପ୍ରତି ଘରେ ଜଡ଼ି ବୁଟି ର ବ୍ୟାପକ ପ୍ରଚାର ଓ ପ୍ରସାର କରାଯିବ ବୋଲି ପତାଞ୍ଜଲୀ ପରିବାର ପକ୍ଷରୁ କୁହାଯାଇଛି।

Post a Comment