ବାଲେଶ୍ଵର,୩୧/୮(ଲକ୍ଷ୍ମୀଧର ବାରିକ) ରେମୁଣା ବ୍ଲକ ମୁକ୍ତେଶ୍ଵର ଫାଉଣ୍ଡେସନ ପକ୍ଷରୁ ଆଜି ନିଆର ଢଙ୍ଗରେ ରାଖି ପୁର୍ଣ୍ଣିମା ପାଳନ କରାଯାଇଛି। ଭିମେଶ୍ୱର, ବାହାର୍ଦ୍ଦା ରେ ଥିବା ପିଲାଙ୍କ ସହ ରାଖି ବାନ୍ଧିବା ସହ ପିଲାମାନଙ୍କୁ ପଢିବା ପାଇଁ ଖାତା ଓ ପେନ ପ୍ରଦାନ କରାଯାଇଛି।ଏଥିରେ ଫାଉଣ୍ଡେସନରେ ତାପସ ରଞ୍ଜନ ରଥ, ଦୂର୍ଗା ମାଧବ ରଥ, ପ୍ରମୋଦ କୁମାର ସିଂହଙ୍କ ସହ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Post a Comment