ପୁରୀ:୧୬/୮ (ଆଜତକ୍ ଓଡ଼ିଶା/ନିମାଇଁ ମହାରଣା) ନିମାପଡ଼ା ବ୍ଲକ ଭୋଗ ଶୋଳଦା ପଞ୍ଚାୟତ ର ବଡ଼ରିକିଲୋ ଗ୍ରାମର ପ୍ରଦୀପ୍ତ ନାୟକ ଙ୍କ ସୁପତ୍ର ବିଭୂ କଲ୍ୟାଣ ନାୟକ ଆଜକୁ ୧୬ ଦିନ ହେଲା ନିଖୋଜ ଅଛନ୍ତି ନା ତାଙ୍କର କୌଣସି ପତା ନା ଠୀକଣା ମିଳୁଛି ତେଣୁ ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କୁ ଦେଖନ୍ତି ତେବେ ନିମ୍ନସ୍ଥ ଫୋନ ନମ୍ବରରେ ଯୋଗାଯୋଗ କରନ୍ତୁ 9938667032 &8249306883, ସେ ତାରିଖ ୩୧-୦୭-୨୦୨୩ (ସୋମବାର ଦିନ) ଘରୁ ନିମାପଡ଼ା କମ୍ପ୍ୟୁଟର ଶିକ୍ଷାବାକୁ ଯାଇଥିଲା ସେ ଦୁର୍ଭାଗ୍ୟବଶତଃ ଏପର୍ଯ୍ୟନ୍ତ ଫେରିନାହାନ୍ତି ତେଣୁ ପ୍ରଶାସନଙ୍କୁ ଅନୁରୋଧ ତାଙ୍କୁ ଯଦି ଖୋଜି ତାଙ୍କ ମାଁ ବାବା ଏବଂ ଘରଲୋକଙ୍କୁ ଦିଆ ଯାଏ, ସେ ତେବେ ପୁଅ ବାଟକୁ ଅନେଇ ବସିଥିବା ବାବା ମାଁ ଙ୍କ ମୁହଁରେ ହସ ଟିକେ ଫୁଟିପାରିବ ତେଣୁ ସରକାରଙ୍କୁ ଅନୁରୋଧ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ।

Post a Comment