ସୁବର୍ଣ୍ଣପୁର ଜିଲ୍ଲାରେ 5tସଚିବ ଙ୍କ ଗାଡିକୁ ଅଣ୍ଡାମାଡ


ସୁବର୍ଣ୍ଣପୁର (ଗଣପତି ବାଘ) ଆଜି 5ଟି ସଚିବଙ୍କ ସୁବର୍ଣ୍ଣପୁର ପୁର ଗସ୍ତ । ଜିଲ୍ଲାର ଉଲୁଣ୍ଡା, ବିନିକା, ଡୁଙ୍ଗୁରିପାଲି ଏବଂ ସୋନପୁର ବ୍ଲଲ ର ବିଭିନ୍ନ ସ୍ଥାନକୁ ଗସ୍ତ କରିବେ । ପ୍ରଥମରେ ଉଲୁଣ୍ଡା ବ୍ଲକ କୋଟସମଲେଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ର ପାଣ୍ଡିଆନ ପହଂଚି ଥିଲେ ସେଠାରୁ ଉଲୁଣ୍ଡା ଗସ୍ତ କରୁଥିବା ବେଳେ ତାଙ୍କ ଗାଡିକୁ ଆଣ୍ଡାମାଡ ହୋଇଥିଲା । ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ବେଳେ 5t ସଚିବଙ୍କ ଗସ୍ତକୁ ବିରୋଧ କରି ଗାଡିକୁ ଆଣ୍ଡାମାଡ କଳା ଆମ ଆଦମୀ ପାର୍ଟିର କର୍ମ କର୍ତା । କୋଟସମଲେଇ ରୁ ଉଲୁଣ୍ଡା ଆସୁଥିବରାସ୍ତାରେ ପାଣ୍ଡିଆନ ଙ୍କ କାରକେଡ଼ କୁ ଆଣ୍ଡାମାଡ ସହ କଳାପତାକା ପ୍ରଦର୍ଶନ ।

Post a Comment

Previous Post Next Post