ଖଡ଼ିଆଳ (ପରମେଶ୍ବର ମେହେର) ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବଙ୍କାପୁର ଗ୍ରାମ ସ୍ଥିତ ଓମ ଖାସବାହାଲ ହାଇସ୍କୁଲ ଠାରେ ୧୦୦ ସର୍ଯ୍ୟା ବିଶିଷ୍ଟ ଆଦିବାସୀ ବାଳକ ହଷ୍ଟେଲ ଗୃହ ଉଦ୍ଘାଟିତ ହୋଇଯାଇଛି । ଖଡ଼ିଆଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୀରସେନ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଫିଟାକାଟି ହଷ୍ଟେଲ ଗୃହର ଶୁଭ ଉଦ୍ଘାଟନ କରିଥିଲେ । ଏହି ସମୟରେ ହଷ୍ଟେଲରେ ରହିବାକୁ ଆସିଥିବା ସମସ୍ତ ଛାତ୍ର ମାନଙ୍କୁ ବନ୍ଦାପଣା କରି ସ୍ବାଗତ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଖାସବାହାଲ ସରପଞ୍ଚ କୁନୁ ଚରଣ ବେହେରା, ହାଇସ୍କୁଲର ପ୍ରଧାନ ଶିକ୍ଷକ ଭରତ ଚନ୍ଦ୍ର ବେହେରା, ସମିତିସଭ୍ୟ ହେମନ୍ତ ଶବର, ଏଇ ଗିରିଶ ପାତ୍ର, ଲଲିତ ପ୍ରଧାନ, ନେହେରୁଲାଲ ବେହେରା, ବୈଷ୍ଣବ ନାଏକ, ନିତ୍ୟାନନ୍ଦ ଗହୀର, ମନୋଜ ବେହେରା, ଅନ୍ତରାମ ଜ୍ୟୋତିଷ, ଦକ୍ଷ ଚରଣ ବେହେରା, ଖଗେଶ୍ଵର ନିଆଲ, ଲକ୍ଷେଶ୍ବର ଭୋଇ, ଚିନ୍ତାମଣି ଭୋଇଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Post a Comment