ନୂଆପଡା (ରିଖିରାମ ଦଳ) ନୂଆପଡ଼ା ଜ଼ିଲ୍ଲା ଖରିଆର ପୃଥ୍ୱୀରାଜ ଲଜ ଠାରେ ଦୁଇ ବାଇକ ଦୁର୍ଘଟଣା ରେ ଜଣକ ମୃତ୍ୟୁ ହୋଇଥିବା ସୂଚନା, ସୂଚନା ମତେ ମୃତ୍ୟୁ ଜଣଙ୍କ ହେଲେ ପୂର୍ବତନ ଆଞ୍ଚଳିକ ବ୍ୟାଙ୍କ ମେନେଜର ଅବଦୁଲ୍ଲା ଖାନ , ସେ ବର୍ତମାନ ଖରିଆର ଠାରେ ରହୁଥିଲେ, ତାଙ୍କ ସ୍ତ୍ରୀ ବର୍ତମାନ ବରଗାଁ ଆଞ୍ଚଳିକ ବ୍ୟାଙ୍କ ରେ କାର୍ଯ୍ୟରତ, ସେ ଗତକାଲି ମସଜିଦ ରୁ ଘରକୁ ଫେରୁଥିବା ବେଳେ ସାମନା ପଟୁ ଏକ ବାଇକ ଧକ୍କା ଦେବା ଫଳରେ ପଡିଯାଇଥିଲେ ତାଙ୍କୁ ସାଙ୍ଗେ ସାଙ୍ଗେ ମିଶନ ହସ୍ପିଟାଲ କୁ ଚିକିତ୍ସା ପାଇଁ ନେଇ ଥିଲେ,ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା, ପରେ ଖରିଆର ପୋଲିସ ଖବର ପାଇଁ ଏକ ମାମଲା ରୁଜୁ କରି ଶବ ଜବତ କରିବା ସହ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ଜଣାପଡିଛି ।

Post a Comment