ବେଲାପଡ଼ା (ଆଜତକ୍ ଓଡ଼ିଶା) ଭାରତୀୟ ସାହିତ୍ୟ ସସ୍କ୍ରୁତି ସଂସଦ, ଓଡିଶା ରାଜ୍ଯସ୍ତରୀୟ ସାରସ୍ବତ ମହାକୁମ୍ଭ ଓ ସମର୍ଦ୍ଧନା ସଭା ତା - ୧୮ - ୬ -୨୩ "ରାଜ୍ଯସ୍ତରୀୟ ବାଣୀ ବିଭୂଷଣ ସମ୍ମାନ " ରେ ବଲାଙ୍ଗିର ଜିଲ୍ଲା ମଣ୍ଡକ ଗ୍ରାମ ର ଯୁବକବି - ଶ୍ରୀଯୁକ୍ତ ଆଶୁତୋଷ ଠାକୁର ସମ୍ମାନିତ ହୋଇଛନ୍ତି ,, ତାଙ୍କର ସଫଳତା ପାଇଁ କବି ଆଶୁତୋଷ ଠାକୁର, ଶୁଭେଛୁ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ସଂସଦର ସମସ୍ତ କର୍ମକର୍ତ୍ତା ଗଣଂକୁ ହ୍ରୁଦୟରୁ ଅଜସ୍ର ଧନ୍ଯବାଦ ଜଣାଇବା ସହ ସଂସଦର ଉତ୍ତରୋତ୍ତର ମଂଗଳ କାମନା କରିବା ସହ ମାଁ ପାଟନେଶ୍ୱରୀ ମାଁ ସମଲେଶ୍ୱରୀ ଙ୍କ ଠାରେ ନତ ମସ୍ତକ ହୋଇ ଆସେରବାଦ ଭିକ୍ଷା କରିଥିଲେ । ତାଙ୍କର you tube chennal " MAHANI LAHA " ପାଇଁ ମଧ୍ୟ ସେ ଅଞ୍ଚକରେ ବେଶ ଜଣାଶୁଣା ,, ଏହି ଖବର ପାଇ ଆଖ ପାଖର ଶୁଭେଛୁ ମାନଙ୍କ ଠାରୁ ଶୁଭେଛା ବାରତା ର ସୁଅ ଛୁଟୁଛି ।

Post a Comment