ନୂଆପଡା (ରିଖିରାମ ଦଳ) ନୂଆପଡା ଜ଼ିଲ୍ଲା କୋମନା ବ୍ଲକ ଆମ୍ବେଦକର ଯୁବ ସଂଗଠନ ତରଫରୁ ଓଡ଼ିଆ ଚଳଚିତ୍ର (ପ୍ରିୟେତୁ ମୋ ସିଏ ରେ) ଅନୁସୂଚିତଜାତି ଙ୍କ ପ୍ରତି ବାରମ୍ବାର ଅପମାନିତ କରିବା ସହିତ ଅସମ୍ବିଧାନ ଶବ୍ଦ ହରିଜନ ବାରମ୍ବାର ବ୍ୟବହାର ଓ ଅନୁସୂଚିତଜାତି ଙ୍କ ଚରିତ୍ର ସଂହାର କରିବା ନୀଚ ଦେଖେଇବା ଘଟଣା କୁ କୋମନା ଥାନା ରେ ଏତଲା ଦିଆଗଲା ଆଗାମୀ ଦିନ ରେ ଫିଲ୍ମ ବ୍ୟାନ ସହିତ ଆସାମୀ ଙ୍କୁ ଅନୁସୂଚିତଜାତି ଅତ୍ୟାଚାର ମାମଲା ଗିରଫ କରାନଗଲେ ସମସ୍ତ ଅନୁସୂଚିତଜାତି ରାଜରାସ୍ତାରେ ଲଢେଇ କରିବୁ ବୋଲି କହିଛନ୍ତି । ଜାତିକୁ ଉଲ୍ଲେଖ କରି Scheduled Caste କୁ ଅପମାନିତ କରାଯାଇଛି ଏହି ଚଳଚିତ୍ରରେ ଏହା ଆଇନ ବିରୋଧୀ ଏବଂ ଅତି ନିନ୍ଦନୀୟ ବୋଲି କହିଛନ୍ତି । ଆମ୍ବେଦକର ଯୁବ ସଂଘ ସଭାପତି ଅଜମ୍ବର ତାଣ୍ଡି, ଉପସଭାପତି ରଞ୍ଜନ ସେନାପତି, ମୁନୁ ସୁନାନୀ, ରିଙ୍କୁ ସୁନାନୀ,ଏକମ ଦୀପ, ସୁନୀଲ ଛତ୍ରିଆ,ଉପସ୍ଥିତ ଥିଲେ।

Post a Comment