ପଞ୍ଚାୟତ ସମସ୍ୟାକୁ ନେଇ ନାଇକସରପଞ୍ଚ ଙ୍କୁ ହତ୍ୟା ଧମକ ଦେଲେ ସରପଞ୍ଚ


କଣ୍ଟାମାଳ (ମନଧରକର୍ମୀ) ହିନ୍ଦୋଳ ବ୍ଲକ୍, ବାଉଁଶ ପୋଖରୀ ପଞ୍ଚାୟତ ରେ ଏକ ଅଭାବନୀୟ ଘଟଣା ଘଟିଛି। ଗତ ତା -୯-୭-୨୦୨୩ ରିଖ ରାତି ୧୨:୩୦ ଘଟିକା ସମୟ ରେ ବାଉଁଶ ପୋଖରୀ ପଞ୍ଚାୟତ ସରପଞ୍ଚ ରଞ୍ଜିତ ପ୍ରଧାନ ଓ ସାମ୍ୱାଦିକ ତ୍ରିନାଥ ବେହରା , ନାଏବ ସର୍ପ ନଚ ଘଣ୍ଟି ନାୟକ ଘରେ ଏକା ରହୁଥିବା ର ସୁଯୋଗ ନେଇ ଘରେ ପଶିଥିଲେ। କିଛି ଦିନ ପୂର୍ବରୁ ସରପଞ୍ଚ ପଞ୍ଚାୟତ ରେ ମନ ମୁଖି କାର୍ଯ କରିଚନ୍ତି ୩୬ ଲକ୍ଷ୍ୟ ଟଙ୍କା ବିନା ମିଟିଂ ରେ ବିଲ୍ କରି ଚଳୁ କରିଥିଲେ । ଏ ଅନ୍ୟାୟ କୁ ନେଇ ନାଏବ ସରପଞ୍ଚ ଘଣ୍ଟି ନାୟକ ସହ ୭ ଜଣ ୱାଡମେମ୍ୱର ଜିଲ୍ଲପାଳଙ୍କ ଗ୍ରିଭାନସ୍ ଅଭିଯୋଗ କରିଥିଲେ। ଏହାର ସମାଧାନ ନହେବା ପର୍ଯ୍ୟନ୍ତ କାମ ସବୁ ବନ୍ଦ୍ ରହୁ ବୋଲି ଓପର ଅଫିସର ନିର୍ଦ୍ଦେଶ ଦେଲେ। କାମ କାହିଁକି ବନ୍ଦ୍ ହେଲା ବୋଲି ସରପଞ୍ଚ ଆକ୍ରୋଶ ମୂଳକ ରାଗ ରଖି ରାତି ଘଣ୍ଟି ନାୟକ ଙ୍କ ଘରେ ପଶି ଅଶ୍ଳୀଳ ଭାଷା ତଥା ନିଚ ଜାତି ତୁ ହରିଜନ ପାଲୁଣି ତୁ ଅଛୁଆଁ ଜାତି ର ଲୋକ ବୋଲି ତତେ ମିଟିଂ ଡକା ଯାଉନାହିଁ । ତୁ କଣ ପଞ୍ଚାୟତ ର ମାଲିକ ତତେ ଛୁଇଁଲେ ଗାଧେଇବା କଥା , ତୁ ବେଶୀ କହିଲେ ତତେ ରେପ୍ କରି ମାରିଦେବୁ, ତୋ ସ୍ବାମୀ, ପିଲା, ଛୁଆ ସମସ୍ତଙ୍କୁ ମାରି ପୋତି ଦେବୀ ।ଶାଳୀ ବେଧ ପଲୁଣି ତୁ ଯାହା କରିବା କଥା କର ଏପରି କହି ମୋତେ ତନଟି ଚିପି ଧୋକା ମାରି ଚାଲି ଆସିଲେ। ମୋତେ କହିଲେ କାହାକୁ କହିବୁ ଯଦି ତୋତେ ଆଉ ତୋ ପରିବାର କୁ ଜୀବନରେ ମାରିଦେବୁ।

Post a Comment

Previous Post Next Post