ନୂଆପଡ଼ା (ରିଖିରାମ ଦଳ) ନୂଆପଡା ଜିଲ୍ଲା କୋମନା ବ୍ଲକ ମାନିଗୁଡା ପଂଚାୟତ ଗନିଆରୀ ରୋୟଲ କ୍ଲବ ଦ୍ୱାରା ବନମହୋତ୍ସବ ସପ୍ତାହ ପାଳନ କରାଯାଇଛି। ଏହି ଅବସରରେ ମାନିଗୁଡା ସରପଞ୍ଚ ଶ୍ରୀ ଯୋଗେନ୍ଦ୍ର ବାଗ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ,ସମ୍ମାନିତ ଅତିଥି ଭାବରେ ଶ୍ରୀ ପରେଶ ଧରୁଆ, ବିଜୁକୁମାର ରାଉତରାୟ ଓ ଘସିଏନ ପୋଡ ବନବିଭାଗରୁ ଓ ଶ୍ରୀ ପିତାମ୍ବର ଅଦା ଗାଁ ୱାର୍ଡ ମେମ୍ବର, ଶ୍ରୀ ଗିରିଧାରୀ ଧରୁଆ, ଅତିଥି ଭାବରେ ଯୋଗଦାନ କରିଥିଲେ । ଗାଁ ଖେଳ ପଡିଆ ଠାରେ ୧୩୦ ଗୋଟି ଗଛ ରୋପଣ କରାଯାଇଥିଲା। ମୁଖ୍ୟ ଅତିଥି କହିଥିଲେ ଆଗାମୀ ଦିନରେ କିଭଳି ସବୁଜ ମୟ କରାଯିବ ସେଥି ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି କହିଥିଲେ। ରୋୟଲ କ୍ଲବ ସଦସ୍ୟ- ଥୟରାମ ହଂସ,ଟିକେଶ୍ୱର ହଂସ,ରମେଶ ନାଗ, ମୋହନ ହଂସ,କୈଳାଶ ଧରୁଆ,ରୁଦ୍ର ହଂସ,କୈସପ ସଗରିଆ,କୃଷ୍ଣ ବେମାଲ, ଧ୍ରୁବ ହଂସ,ଭୋଦେଵ ହଂସ,ରିଙ୍କୁ , ମୂଲାରାମ ବାଗ, ଭାସ୍କର ଥପା, ବିଶେଶ୍ୱର ଥପା, ବିକୁ ଅଦା ପ୍ରମୁଖ ସହଯୋଗ କରିଥିଲେ।

Post a Comment