ଧର୍ମଗଡ:( ଆଜ ତକ ଓଡ଼ିଶା) ଧର୍ମଗଡ ବ୍ଲକରେ ଆଜି ନୂତନ ଭାବରେ ଯୋଗଦାନ କରି ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ପଙ୍କ ଜୁନି ମାଝୀଙ୍କୁ ନିଖିଳ ଉତ୍କଳ। ପ୍ରାଥମିକ ଶିକ୍ଷକ ସଂଘ ଧର୍ମଗଡ ବ୍ଲକ ଶାଖା ତରଫରୁ ସ୍ବାଗତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ଜିଲ୍ଲା ସଂଗଠନ ସଂପାଦକ ପଦ୍ମଲୋଚନ ନାଏକ ,ଜିଲ୍ଲା ଯୁଗ୍ମ ସଂପାଦକ ଲଳିତ କୁମାର ନାଏକ ,ବ୍ଲକ ସଭାପତି କ୍ଷେତ୍ରମୋହନ ମାଝୀ, ସଂପାଦକ ଆଶିଷ ପ୍ରଧନୀ,ଉପ ସଭାପତି ବେଣୁଧର ନାୟକ, କୋଷାଧ୍ୟକ୍ଷ ଲୋକେଶ୍ୱର୍ ପାରି,ବରିଷ୍ଟ ଶିକ୍ଷକ ପ୍ରଭାତ ବାଗ,ଲକ୍ଷ୍ମୀଧର ମାଝୀ, ପରମାନନ୍ଦ। ନାଏକ,ଦୁଲଭ ପଟେଲଙ୍କ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ।

Post a Comment