ଭବାନୀପାଟଣା ୧୯/୦୭ (ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଂଚଳରେ ବିଗତ ଦିନରୁ ଚାଲିଥିବା ଜନ୍ସନ ଜନ୍ସମ ଆଜି ସମସ୍ତଙ୍କ ସାମନାରେ ଚକମା ଦେଇ ଫେରାର ଥିବା ଜଣାପଡିଛି । ସୂଚନା ମତେ ଧର୍ମଗଡ ବ୍ଲକ ର ଅନେକ ଲୋକ ଓ ଅନ୍ୟ ବ୍ଲକ ର ଅନେକ ଲୋକ ମାନେ ମଧ୍ୟ ଜନ୍ସନ ଏଣ୍ଡ ଜନ୍ସନ ରେ ସାମିଲ ହୋଇ ଟଙ୍କା କିଛି ପାଇବା ପାଇଁ ବାନ୍ଧିଥିଲେ । ଏହି ଅଫିସ ମହିଳା କଲେଜ ରାସ୍ତା ଛକ ନିକଟରେ ନେଇ ଥିଲେ । ଏଥିରେ ହଜାର ହଜାର ଝିଅପୁଅମାନେ ଏବଂ ବିବାହିତ ମହିଳା ମାନେ ଓ ପୁରୁଷ ମାନେ କିଏ ୫ହଜାର କିଏ ୧୦ହଜାର କିଏ ପନ୍ଦର୧୫ହଜାର କିଏ କୋଡିଏ ହଜାର୨୦ କିଏ ପଚିଶି ହଜାର ୨୫ କିଏ ୧ଲକ୍ଷ କିଏ ୨ଲକ୍ଷ କିଏ ୩ଲକ୍ଷ କିଏ୫ ଲକ୍ଷ କିଏ ୭ ଲକ୍ଷ ଏମିତି ସେମାନେ ପଇସା ବାନ୍ଧି ଥିଲେ ଯାହା ରାତିରାତି କୋରଟ ପତି ହେବାର ସପ୍ନ ଥିଲା ସମସ୍ତଙ୍କର, ବର୍ତମାନ ଦୁର୍ଭାଗ୍ୟର ବିଷୟ ସପ୍ନ ଆଜି ଚୁରମାର ହେଇ ଯାଇଛି । ଜନ୍ସନ ଏଣ୍ଡ ଜନ୍ସନ ଯେଉଁ ଆପ ଟି ଅଛି ତାହା ବେଳେବେଳେ ଖୋଲୁଛି ଏବଂ ସେହି ଆପରେ ସେମାନେ ବାନ୍ଧି ଥିବା ପଇସା ଦେଖା ଯାଉନି ଯାହା ଫଳରେ ସମସ୍ତ ଙ୍କ ମନ ଦୁଃଖ ହେଇ ଯାଇଛି ଏବଂ ସମସ୍ତଙ୍କ ମୁଡ଼ରେ ଚଡକ ପଡି ଯାଇଛି । ଫଳରେ ଯେଉଁ ରୁମ ଭାଡା ରେ ନେଇଥିଲେ ତାହା କୁ ତାଲା ମାରି ଫେରାର ହେଇଛନ୍ତି ବୋଲି ଗ୍ରାହକ ମାନେ ପ୍ରକାଶ କରିଛନ୍ତି । ସେମାନେ କହିବା ଅନୁସାରେ ଯାହାକି କମ୍ପାନୀ ପଟରୁ ଘୋଷଣା ହେଇଥିଲା ୫ ହଜାର ବାନ୍ଧିଲେ ଦଶ ଦିନରେ ଏହାର ପାଞ୍ଚଗୁଣା ବଢ଼ିବ ଏହା ଲୋଭରେ ଗ୍ରାହକ ମାନେ ହଜାର ହଜାର ଏବଂ ଲକ୍ଷ ଲକ୍ଷ ମଧ୍ୟ ବାନ୍ଧି ଥିଲେ । ଯାହା କୋଟି ପତି ର ହେବା ସପ୍ନ ଛାରଖାର ହୋଇଛି । ଏହି ଜନ୍ସନ ଏଣ୍ଡ ଜନ୍ସନ ବିଗତ ଦିନରୁ ଚାଲିଛି ହେଲେ ସମସ୍ତ କହୁଥିଲେ ଏହା ବେଆଇନ ଭାବେ ଚାଲୁଛି ବୋଲି । ଯିଏ ହଜାର ହଜାର ଲୋକଙ୍କୁ ପଇସା ଦେଇ ପାରୁଛି ସେ କେଉଁଠି ରୁ ପଇସା ଆଣି ଦେଉଛି ଏହା ପ୍ରଶ୍ନବାଚୀଥିଲା । ଏହା ଠକାମୀ କମ୍ପାନୀ ବୋଲି ସାଧାରଣରେ ଦାବୀ ହେଉଛି ।

Post a Comment