କଟକ (ଆଜତକ୍ ଓଡ଼ିଶା) NHM ଗାଇଡ ଲାଇନ ଅନୁସାରେ ୭,୮ ଦିନର ସଂଗ୍ରହ ହୋଇଥିବା ରକ୍ତ ଥାଲାସେମିଆ ରୋଗୀଙ୍କୁ ଦୀୟାଜିବାକଥା କିନ୍ତୁ ଏଠି ଖୁଲମଖୁଲା NHM ଗାଇଡ ଲାଇନ କୁ କେହି ମାନୁନାହାନ୍ତି ଏବଂ NHM ଗାଇଡ ଲାଇନ ଅନୁସାରେ ରୋଗୀଙ୍କୁ ଚିକିତ୍ସା ହେଉନାହିଁ, ଖାଲି SCB ରେ ନୁହେଁ ସାରା ଓଡ଼ିଶା ରକ୍ତ ଭଣ୍ଡାରରେ ଏହି ଅସୁବିଧାର ଶିକାର ହେଉଛନ୍ତି ନିରୀହ ଥାଲାସେମିଆ ରୋଗୀ, ତେଣୁ ଓଡ଼ିଶା ସରକାର ଏବଂ 5T ସଚିବ ଙ୍କୁ ଟୁୱିଟ ମାଧ୍ୟମରେ ଅବଗତି କରାଇଛନ୍ତି ଥାଲାସେମିଆ ଓ ଶିକିଲ ସେଲ ସମିତି ଓଡ଼ିଶା ଏବଂ ଟୁଇଟର ବଏ ନାମରେ ପରିଚିତ ନିମାଇଁ ଚରଣ ମହାରଣା (ସମାଜ ସେବୀ ଖୋର୍ଦ୍ଧା) ଆଉ ସରକାର ଏଥିପ୍ରତି ଦୃଷ୍ଟିଦେବା ପାଇଁ ଅନୁରୋଧ କରିଛନ୍ତି।

Post a Comment