ଜଳେଶ୍ଵର,୧୯/୭ (ଜଗନ୍ନାଥ ଗୋଛାୟତ) ଜଳେଶ୍ବର ସେଟଲାଇଟ ଥାନା ପଖ୍ଯରୁ ସୁଗୋଛକ ନିକଟରୁ ପଶ୍ଚିମବଙ୍ଗ ମାର୍କା ଦେଶୀ ମଦ ସହ ଜଣେ ଗିରଫ। ସୂଚନା ଅନୁସାରେ ପ୍ରତ୍ୟେକ ଦିନ ଆମ୍ବଳିଅଠା ଛକ ଦେଇ ପଶ୍ଚିମବଙ୍ଗ ରୁ ଶହଶହ ଦେଶୀମଦ ଓଡ଼ିଶା ଭିତରକୁ ଆସୁଥିବା ବେଳେ, ଅବକାରୀ ସାଟେଲାଇଟ ପଖ୍ଯରୁ ଉକ୍ତ ଅଞ୍ଚଳରେ ପେଟ୍ରୋଲିଂ ଜାରି ରଖାଯାଇଥିଲା। ସକାଳ ସମୟରେ ଜଣେ ଯୁବକ ଇତସ୍ତତଃ ଅବସ୍ଥାରେ ଯାଉଥିବା ବେଳେ ତା ନିକଟରୁ ୬.୬୦୦ ଲିଟର ଦେଶୀ ମଦ ଜବତ କରିବା ସହିତ, ଉକ୍ତ ଯୁବକ କୁ ଗିରଫ କରିବାରେ ସଫଳ ହୋଇଛି ବିଭାଗ। ଗିରଫ ଯୁବକ ଜଣକ ହେଲେ ଚିକୁ ଜେନା (୨୭) ଘର ପଶ୍ଚିମବଙ୍ଗ ର ମେଦିନୀପୁର ଥାନା ଦୁହିପଡା ଅଞ୍ଚଳର ବୋଲି ଜଣାପଡିଛି ।

Post a Comment