ଟ୍ୱିଟର ରେ ସମସ୍ୟା ସମାଧାନ କରୁଛନ୍ତି ମାଗୁଣି ଚରଣ ରାଉତ


ପୁରୀ (ଆଜତକ୍ ଓଡ଼ିଶା) ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନୂଆଗଡ ଗ୍ରାମ ପଂଚାୟତ ର ଦୁଧିଆ ଗ୍ରାମ ର ମାଗୁଣି ଚରଣ ରାଉତ ଉର୍ମିଳା ପ୍ରଧାନ ଙ୍କ ମଧ୍ୟମ ପୁତ୍ର ରମାକାନ୍ତ ରାଉତ ସାମାଜିକ ଗଣମାଧ୍ୟମ କୁ ଅସ୍ତ୍ରକରି ଆଜି ପ୍ରଯ୍ୟନ୍ତ ଅନେକ ସମସ୍ୟା ର ସମାଧାନ କରିବା ସହିତ ଅନେକ ଲୋକଙ୍କ ମୁହଁ ରେ ହସ ଫୁଟାଲେଣି ତାଙ୍କର କେତେଗୁଡିଏ ସଫଳତା ପାଇଥିବା ଟ୍ୱିର୍ଟ ଗୁଡିକ ମଧ୍ୟରେ ସୋନପୁରୁ ଜିଲ୍ଲାର ଉଲୁଣ୍ଡା ବ୍ଲକ ର ହିଙ୍ଗିମା ।ଗ୍ରାମପଚାୟତର ଜଳ ସଙ୍କଟ ସମସ୍ୟା ଦୂରୀକରଣ କରିଛନ୍ତି ନୟାଗଡ ଜିଲ୍ଲାର ପାନିଅ ଜଳ ଦୂରୀକରଣ କରିଛନ୍ତି ଏହି ପରି ଭାବେ ନିଜ ଜିଲ୍ଲା ପୁରୀ ରେ ବି ଅନେକ ପାନିଅ ଜଳ ସମସ୍ୟା ସହିତ ଖୋଦ୍ରା ଜିଲ୍ଲା କିଛି ଲୋକଙ୍କ ଭତ୍ତା ସମସ୍ୟା ଓ କଟକ ଜିଲ୍ଲା ଟାଙ୍ଗୀ ବିଦୁତୁ ସମସ୍ୟା ବି ଦୂରୀକରଣ କରିଛନ୍ତି।

Post a Comment

Previous Post Next Post