ନୂଆପଡ଼ା (ପରମେଶ୍ବର ମେହେର) ଆଜି ସିନାପାଲି ବ୍ଲକ ଅନ୍ତର୍ଗତ ଜୁଗେନପଦର ସ୍ଥିତ ଗୋଁଡବାନା ଭବନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ନୁଆପଡ଼ା ଆହ୍ବାନ କ୍ରମେ ଜିଲ୍ଲାସଂଘ ଶ୍ରୀଯୁକ୍ତ ସୋମନାଥ ଖମାରୀ ଜିଲ୍ଲା ( ଉଦ୍ ଯୋଗକର୍ତ୍ତା ସଦସ୍ଯ ତଥା ଜିଲ୍ଲାସଂଘ ର ପୂର୍ବତନ ସଭାପତି)ମହୋଦୟ ଙ୍କ ସଭାପତିତ୍ବ ତଥା ମୁଖ୍ଯ ଅତିଥି ଶ୍ରୀଯୁକ୍ତ ଘାସିରାମ ମାଝୀ (ବରିଷ୍ଠ ଆଇନଜୀବୀ)ଓ ଅତିଥିମାନଙ୍କ ମଧ୍ଯ ରେ-ପ୍ରମୁଖ ପାଞ୍ଚ ଗୋଟି ବ୍ଳକ ର ସଭାପତି ଶ୍ରୀଯୁକ୍ତ ମଝିଆ ମଝି (ସଭାପତି ବୋଡେନ ବ୍ଳକ),ଶ୍ରୀଯୁକ୍ତ ଭଗତରାମ ଶବର (ସଭାପତି କୋମନା ବ୍ଳକ) ଶ୍ରୀଯୁକ୍ତ ବିହାରୀଲାଳ ମାଝୀ(ସଭାପତି ଖଡିଆଳ ବ୍ଳକ )ଶ୍ରୀଯୁକ୍ତ ହରିମାଝୀ (ସଭାପତି ନୂଆପଡ଼ା) ଓ ଶ୍ରୀଯୁକ୍ତ ଦୁର୍ବଳ ମାଝୀ (ସଭାପତି ସିନାପାଳି ବ୍ଳକ),ଶ୍ରୀଯୁକ୍ତ ଦିବ୍ୟସିଂହ ମାଝୀ (ଜିଲ୍ଲା ସଭାପତି ଗୋଁଡ ସାଂସ୍କୃତିକ ସମାଜ)ଶ୍ରୀଯୁକ୍ତ ଚିତ୍ତରଞ୍ଜନ ବନଗୋଲା (ଅବସର ପ୍ରାପ୍ତ ଓଡ଼ିଶା ପ୍ରସାଶନିକ ବିଭାଗ ଅଧିକାରୀ) ଶ୍ରୀଯୁକ୍ତ ଧନିରାମ ଭୋଇ (ଜିଲ୍ଲା କନ୍ଧ ସମାଜ ସଭାପତି) ଶ୍ରୀଯୁକ୍ତ ଲାଳସିଁ ମାଝୀ (ଗୋଁଡ ସମାଜ ବ୍ଳକ ସଭାପତି ନୂଆପଡ଼ା) ଶ୍ରୀଯୁକ୍ତ ମୁରଳିଧର ମଲ୍ଲିକ (ଜିଲ୍ଲା ପରିଷଦ ସଦସ୍ଯ କୋମନା ବ୍ଳକ),ଶ୍ରୀମତୀ ରମ୍ଭାକାନ୍ତି ମାଝୀ (ସଭାନେତ୍ରି ସିନାପାଳି ବ୍ଳକ ଗୋଁଣ୍ଡ ସମାଜ) ଶ୍ରୀଯୁକ୍ତ ଚିକନୁ ମାଝୀ ଉପ ସଭାପତି (ଗୋଁଡ ସମାଜ ସିନାପାଲି ବ୍ଳକ) ଶ୍ରୀଯୁକ୍ତ ପ୍ରେମଲାଲ ଚିନ୍ଦା (ସଂପାଦକ ଚିନ୍ଦା ସମାଜ)ଶ୍ରୀଯୁକ୍ତ ଭୂବନେଶ୍ୱର ଭୋଇ (ଜିଲ୍ଲାସଂପାଦକ କନ୍ଧ ସମାଜ)ଶ୍ରୀଯୁକ୍ତ ହରି ମାଝି (ବରିଷ୍ଠ ସାମାଜସେବୀ) ଶ୍ରୀଯୁକ୍ତ ଗିରିରାଜ ମାଝି (ପୂର୍ବତନ ଜିଲ୍ଲା ପରିଷଦ ସଦସ୍ଯ) ଶ୍ରୀଯୁକ୍ତ ମଲୟ ଭୋଇ (ଉପ ସଭାପତି ଆଦିବାସୀ ସଂଘ ଖଡ଼ିଆଳ ବ୍ଲକ) ଶ୍ରୀଯୁକ୍ତ ଟୋକଚନ ମାଝୀ (ସମିତି ସଭ୍ଯ ନୁଆମାଳପଡା)ଶ୍ରୀଯୁକ୍ତ କ୍ଷିରୁ ବଞାରା (ବଞାରା ସମାଜ), ଶ୍ରୀଯୁକ୍ତ ଲକ୍ଷ୍ମଣ ବଞାରା (ବଞାରା ସମାଜ ସିନାପାଳି ବ୍ଳକ)ଶ୍ରୀଯୁକ୍ତ ମହେନ୍ଦ୍ର ମାଝୀ (ସଂପାଦକ ଖଡିଆଳ ବ୍ଳକ)ଶ୍ରୀଯୁକ୍ତ ପୁରୁଷୋତ୍ତମ ମାଝୀ (ପଞ୍ଚ ସଭାପତି ଖଡିଆଳ ବ୍ଳକ) ,ତୋପ ସିଂହ ମାଝୀ,ଶ୍ରୀଯୁକ୍ତ ଯୌବନ ମାଝୀ,ଶ୍ରୀଯୁକ୍ତ ଶ୍ରୀକାନ୍ତ ମାଝୀ,(ବୋଡେ଼ନ ବ୍ଲକ)ଶ୍ରୀଯୁକ୍ତ ମଧୁସୂଦନ ମାଝୀ,ଶ୍ରୀଯୁକ୍ତ ଲମ୍ବୋଦର ମାଝୀ,ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମାଝୀ, ସହ ଜିଲ୍ଲାସଂଘ ଷ୍ଟିୟରିଙ୍ଗ କମିଟିର ସମ୍ମାନିତ ଅତିଥିମାନଙ୍କ ଉପସ୍ଥିତି ରେ ପ୍ରଥମେ ପାରମ୍ପରିକ ପୂଜାର୍ଚ୍ଚନା କରି ସଭା କାର୍ଯ୍ୟ ଆରମ୍ଭ ହୋଇ ଥିଲା. ପ୍ରଥମ ଅଧିବେଶନ ଆରମ୍ଭ ରେ ଜିଲ୍ଲାର ଆଦିବାସୀଙ୍କ ବିଭିନ୍ନ ପ୍ରକାର ସମସ୍ୟା ଉପରେ ଆଲୋକପାତ ଓ ତାର ନିବାରଣ ସହ ଜିଲ୍ଲାସଂଘ ର ନୂତନ କର୍ମକର୍ତ୍ତା ଚୟନ ପାଇ ମାପଦଣ୍ଡ ଓ ରୁପରେଖା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବରିଷ୍ଟ ଆଇନଯିବି ଘାସିରାମ ମାଝୀ ଆଦିବାସୀ ସଂଘ ର ସଭାପତି, ସାଧାରଣ ସମ୍ପାଦକ ସୋମନାଥ ଖମାରୀ, କୋଷାଧ୍ୟକ୍ଷ ଗୌତମ ମାଝୀ,ଓ ସାଂଗଠାନିକ ସହ ସମ୍ପାଦକ ପ୍ରସନ୍ନ କୁମାର ମାଝୀ ଙ୍କୁ ସର୍ବ ସହମତି କ୍ରମେ ଚୟନ କରାଯାଇଥିଲା। ଓ ଅଙ୍କନ ସିଂ ମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ପ୍ରସନ୍ନ କୁମାର ମାଝୀ ସଭାସାଙ୍ଗ କରିଥିଲେ।

Post a Comment