କଳାହାଣ୍ଡି ୦୧/୮/(ଶ୍ୟାମସୁନ୍ଦର ମାଝୀ) ମଣିପୁର ରାଜ୍ୟରେ ଆଦିବାସୀ ସଂପ୍ରଦାୟ ର ଦୁଇ ମହିଳା ଙ୍କୁ ଯେଭଳି ଗଣଦୁଷ୍କର୍ମ କରି ରାଜ ରାସ୍ତାରେ ନଗ୍ନ ବେଶରେ ଚଲେଇ ଥିଲେ । ଅଣ ଆଦିବାସୀମାନେ ମହିଳା ଙ୍କ ଯୌଉବନ ତଥା ଅଙ୍ଗପ୍ରତ୍ୟଙ୍ଗ କୁ ଉପଭୋଗ କରୁଥିଲେ । ପୁଣି ମଜା ନେଉଥିଲେ ସେହି ସ୍ଥାନ ପାଲଟିଯାଇଥିଲା ରାକ୍ଷାସ ଗଡ଼ । ସେହି ଛାତିଥରା ମଣିପୁର ଘଟଣା ଆଜି ସାରା ଭାରତରେ ମୁଣ୍ଡ ନୁଆଇଁ ଦେଇଛି ଆଦିବାସୀ ମାନଙ୍କ ମହିଲାକୁ ନେଇ ଦ୍ରୋପଦୀ ସଜାଇ ଦିଆଗଲା । ଦୁଃଶାସନ ଭଳି ବିବସନ କରାଗଲା ଦୁଃଶାସନ କୁ କିଏ ଦେଇଛି ଅନୁମତି ସେହି ପାପିଷ୍ଠ ଦୁର୍ଯୋଧନ କିଏ, ଦୁର୍ଯୋଧନ ହେଉଛି ସେହି ମଣିପୁର ରାଜ୍ୟର ଶାସନ କରୁଥିବା ବିଜେପି ସରକାର । ଆଦିବାସୀ ମାନଙ୍କ ଉପରେ ଜଘନ୍ୟ ଅନ୍ୟାୟ ଅତ୍ୟାଚାର କରାଯାଇଛି । ସେମାନଙ୍କ ବସ୍ତି ଗୁଡିକରେ ନିଆଁ ଲଗାଇ ଦିଆଯାଇଛି । ଯାହାଫଳରେ ମଣିପୁର ର ବହୁ ସଂଖ୍ୟାକ ଆଦିବାସୀ ନିଜ ଭିଟାମାଟି ଛାଡ଼ି ପଲାୟନ କରିବାକୁ ବାଧ୍ୟ ହେଲେଣି । ଏହି ପ୍ରତିବାଦରେ ଭ୍ରଷ୍ଟାଚାର ସରକାର, ଅତ୍ୟାଚାରୀ ସରକାର, ନାରୀ ଧର୍ଷଣ ସରକାର ଭାବରେ ଆଜି ମଣିପୁର ରାଜ୍ୟର ରେ ନାରା ବାଜୁଛି,୩୧ଟି ରାଜ୍ୟ ର ୫୬୭ଟି ଜିଲ୍ଲା ମୂଖ୍ୟ କାର୍ଯ୍ୟାଳୟ ରେ ବିଶାଳ ରାଳି ପ୍ରଦର୍ଶନ କରାଯାଇଛି । ମୋଦି ତୁମେ ଇସ୍ତଫା ଦିଅ ମୂଖ୍ୟମନ୍ତ୍ରୀ ତୁମେ ଇସ୍ତଫା ଦିଅ, ନରେନ୍ଦ୍ର ମୋଦୀ ହାଏ ହାଏ ନରେନ୍ଦ୍ର ମୋଦୀ ଥୁଥୁ ନାରାବାଜି ରେ କମ୍ପିଉଠୁଛି ଅନେକ ମୂଖ୍ୟ କାର୍ଯ୍ୟାଳୟ ଦରବାର । କଳାହାଣ୍ଡି ଜିଲ୍ଲା ଧର୍ମଗଡ ଆଦିବାସୀ ସଂଘ ତରଫ ରୁ ମଣିପୁରରେ ଜଘନ୍ୟ ଅନ୍ୟାୟ ଘଟାଇଥିବା ଅପରାଧୀ ମାନଙ୍କୁ ଫାଶୀ ଦଣ୍ଡାଦେଶ ଦେବାପାଇଁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଜରିଆରେ ଭାରତର ରାଷ୍ଟ୍ରପତି ମହାମହିମ ଦ୍ରୋପଦୀ ମୁର୍ମୁ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ଆଦିବାସୀ ମାନଙ୍କ ଦାବି ପୁରଣ ନ ହେଲେ ଆଗାମୀ ୨୦୨୪ ନିର୍ବାଚନ ରେ କଡ଼ା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ସେହିପରି ୟୁ ସି ସି କୁ ଲାଗୁ କରିବା ପାଇଁ ଭାରତ ସରକାର ଯୋଜନା କରିଛି । ଯାହା ନିୟମ ରେ ଅଛି ୟୁ.ସି.ସି ଲାଗୁ ହେଲେ ଆଦିବାସୀ ମାନଙ୍କ ଅଧିକାର ଯେଉଁ କୋଟା ଅଛି ତାହା ରହିବ ନାହିଁ । ସମସ୍ତଙ୍କ ପାଇଁ ସମାନ ହେଇଯିବ । ଏହା କୁ ଲାଗୁ ନ କରିବା ପାଇଁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଜରିଆରେ ଧର୍ମଗଡ ଆଦିବାସୀ ସଂଘ ତରଫ ରୁ ମହାମହିମ ରାଷ୍ଟ୍ରପତି ଙ୍କୁ ଲିଖିତ ଭାବରେ ଦାବୀ ଜଣାଗଲା । ଦାବୀପତ୍ର ଦେଲା ସମୟରେ ସଂଘ ସଭାପତି ଭବେଶ ଗଏଁନ୍ତା ସମ୍ପାଦକ ଗୋବର୍ଦ୍ଧନ ଶବର, ଦୟାନିଧି ମାଝୀ,ହରେକୃଷ୍ଣ ନାଏକ,ଟଙ୍କଧର ଅଁଟି,ଗୁଣ ଶବର,ଶ୍ୟାମସୁନ୍ଦର ମାଝୀ,ପ୍ରଦୀପ ମାଝୀ,ନିରଞ୍ଜନ ମାଝୀ,ସମସ୍ତେ ଉପସ୍ଥିତ ଥିଲେ ।

Post a Comment