ନୂଆପଡା (ପ୍ରମେଶ୍ୱର ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ପରିସରରେ ସ୍ଥାନୀୟ ପ୍ରଶାସନ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଲୋକ କଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଭିନ୍ନ ଗ୍ରାମର ସାଂସ୍କୃତିକ ଅନୁଷ୍ଠାନ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବରେ ସିନାପାଲି ବିଡ଼ିଓ ସର୍ବେଶ୍ୱର ଜାଲ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ସଦର ସମିତି ସଭ୍ୟ ମନୀଷ ପଟେଲ, ଜିପିଇଓ ପ୍ରେମଲାଲ ନାଏକ, ଜିଲ୍ଲା କଳା ଓ ସାଂସ୍କୃତିକ ସଂଗଠନର ସଦସ୍ୟ ଅଶୋକ ନାଏକ, ବ୍ଲକ କଳା ଓ ସଂସ୍କୃତି ସଂଗଠନର ଉପସଭାପତି ନବୀନ ନାଗ ପ୍ରମୁଖ ମଞ୍ଚଆସିନ ଥିଲେ। ସିନାପାଲି ବ୍ଲକ ଅନ୍ତର୍ଗତ ଗୌରହରି ସଂକୀର୍ତ୍ତନ ମଣ୍ଡଳୀ ଚଳନା,ମାଁ ରକ୍ତମାଉଳି ସଂକୀର୍ତ୍ତନ ମଣ୍ଡଳୀ ଘଣ୍ଟିଗୁଡା, ମାଁ ଧରଣୀ ସଂସ୍କୃତିକ କଳା ପରିଷଦ ଗମ୍ଭାରୀଗୁଡା,ମାଁ ଗଢିଆଣି ସଂସ୍କୃତିକ ଅନୁଷ୍ଠାନ କାପସି,ମାଁ ବୀଣାପାଣି ପଳା ପରିଷଦ ପତିଆଲପଡ଼ା, ସତ୍ୟପିର ପାଲା ପରିଷଦ କସେଇପାଣି , ଚକାଡୋଳା ସଂପ୍ରଦା ମଣ୍ଡଳୀ ସିନାପାଲି ପ୍ରଭୃତି ଅନୁଷ୍ଠାନ ନିଜନିଜ କଳା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ରୂପେଶ ଚନ୍ଦ୍ର ମେହେର ସହଯୋଗ କରିଥିବା ବେଳେ ନବୀନ ନାଗ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment