ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ


ରାଇବଣିଆ ୨୦/୦୬ (ଜଗନ୍ନାଥ ଗୋଛାୟତ) ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ୍ ଦକ୍ଷିଣ ପ୍ରହରାଜପୁର ପଞ୍ଚାୟତର ଗୁଆଗଡିଆ ବନ୍ୟା ଆଶ୍ରୟସ୍ଥଳ ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ପଶମନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ  ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ର ସଭାପତି ତ୍ରିଲୋଚନ ଗିରି, ସମ୍ପାଦକ ଜୟନ୍ତ କୁମାର ଦେ , ସରପଞ୍ଚ ପଦ୍ମାବତୀ ବେହେରା, ନାୟବ ସରପଞ୍ଚ ବିକ୍ରମ ରାଉତ୍, ସମିତି ସଭ୍ୟ ମକୁନ୍ଦ ଜେନା,ୱାର୍ଡ ମେମ୍ବର ରବିନ୍ଦ୍ର ସେଠୀ ,ଆଶା କର୍ମୀ ନମିତା ଦାସ୍,ଅଙ୍ଗନୱାଡି କର୍ମୀ କବିତା ଦାସ୍,CRP ମାଳତୀ ଦାସ,  ଓ ତିନି ଜଣ ଜଳେଶ୍ଵର ତସହିଲର ରାଜସ୍ୱ ନିରୀକ୍ଷକ ଏବଂ ଗ୍ରାମବାସୀ ମାନଙ୍କ ମଧ୍ୟ ରେ ସୁଜୟ ପ୍ରାମାଣିକ, ସବିତା ପ୍ରାମାଣିକ, ଭଗବାନ୍ ଜେନା, ପ୍ରମୁଖ ଉପସ୍ଥିତ ଥିଲେ। ଏବଂ ଆଗାମୀ ଦିନରେ ଆସୁଥିବା ପ୍ରାକୃତିକ ବିପର୍ଜୟ ଏଡାଇ ପାରିବେ ସେ ନେଇ ପରାମର୍ଶ ଦେଇଥିଲେ ଏବଂ ଏହାକୁ ନେଇ ଆଗାମୀ  ଦିନରେ ଏକ ଟ୍ରେନିଂର ବ୍ୟବସ୍ଥା ହେବ ବୋଲି କହିଥିଲେ।

Post a Comment

Previous Post Next Post