ସାହିତ୍ୟ ମହୋତ୍ସବରେ ସେବା ସମ୍ମାନରେ ସମ୍ମାନିତ ଗୀତା


ଆଜତକ୍ ଓଡ଼ିଶା: ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଓଡ଼ିଶା ସାହିତ୍ୟକ ସଙ୍ଗଠନର ବାର୍ଷିକ ମହୋତ୍ସବରେ ସମାଜସେବୀ ଗୀତା ବିଶ୍ୱାସଙ୍କୁ ସେବା ସମ୍ମାନରେ ସମ୍ମାନିତ କରିଛନ୍ତି ଉତ୍ତରୀୟ,ମାନପତ୍ର ପ୍ରଦାନ କରାଯାଇଛି,ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୂଗୋଳ ସାମନ୍ତରାୟ , ସମ୍ମାନୀୟ ଅତିଥି ନବକିଶୋର ଶତପଥୀ ଯୋଗ ଦେଇଥିଲେ , ଗୀତା ବିଶ୍ୱାସ କହିଛନ୍ତି ଆଜିର ଏହି ପବିତ୍ର ବାର୍ଷିକ ଉତ୍ସବରେ ସମ୍ମାନିତ ହୋଇ ସେ ବହୁତ ଆନନ୍ଦିତ ଅନୁଷ୍ଠାନକୁ ଓ ଓଡ଼ିଶା ସାହିତ୍ୟକ ସଙ୍ଗଠନର ସଭାପତି ପ୍ରଫୁଲ୍ଲ କର ମିଶ୍ରଙ୍କୁ ସେ ଧନ୍ୟବାଦ ଅର୍ପଣ କରିଛନ୍ତି,ଗୀତା କହିଛନ୍ତି ସେ ଅନେକ ସେବା କରି ଆସୁଛନ୍ତି ସେଥି ମଧ୍ୟରୁ ସାହିତ୍ୟ ସଂସ୍କୃତି ପ୍ରଚାର ପ୍ରସାର ପ୍ରକୃତି ଓ ପରିବେଶ ସୁରକ୍ଷା ଧାର୍ମିକ ଅନୁଷ୍ଠାନ ମାନଙ୍କରେ ସହଯୋଗ ନିରାଶ୍ରୟ ଲୋକଙ୍କ ସେବା କାର୍ୟ୍ଯ ଜାରି ରଖିଛନ୍ତି ସମାଜର କଲ୍ୟାଣ ପାଇଁ ସେ ନିଜର କର୍ତ୍ତବ୍ୟ କରିଛନ୍ତି ଯାହା ତାଙ୍କ ଦ୍ୱାରା ସମ୍ଭବ ହୋଇ ପାରୁଛି ଆଗକୁ କରିବେ ନିଜ ସମ୍ଭଳ ଅନୁସାରେ ଲୋକଙ୍କର ସେବା ମୂଲ୍ୟବାନ ସମୟ ବାହାର କରି ମୂଲ୍ୟବାନ ଜୀବନକୁ ଖୁସି ବାଣ୍ଟିବା ପାଇଁ ।

Post a Comment

Previous Post Next Post