ଢେଙ୍କାନାଳ,(ଆଜତକ୍ ଓଡ଼ିଶା) ପରିବେଶ ଦିବସ ଉପଲକ୍ଷେ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତଗତ ମଙ୍ଗଳପୁର ଗ୍ରାମର ଶିବ ମନ୍ଦିର ପ୍ରାଙ୍ଗଣର ପରିସରରେ ବୃକ୍ଷ ରୋପଣ ସେବା କାର୍ୟ୍ଯ କରା ଯାଇଛି କିଛି ଫୁଲ ଓ ଫଳ ଗଛ ଲଗାଯାଇଛି ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ଆମର ଜୀବନ ଏହାକୁ ସୁରକ୍ଷା ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୃକ୍ଷ ଲଗାନ୍ତୁ ପରିବେଶ ସୁନ୍ଦର ରଖନ୍ତୁ ବୃକ୍ଷ ଆମର ଉପକାରୀ ବନ୍ଧୁ ଆମେ ବୃକ୍ଷର ନେଲେ ଯତ୍ନ ସେ ଆମକୁ ଦେଲ ଫୁଲ ଫଟ ଆମେ ହେବା ଉପକୃତ । ସମ୍ଭବ ଟ୍ରଷ୍ଟର କୋଷାଧ୍ୟକ ସୁଶ୍ରୀ ସୁମିତ୍ରା ସାହୁ କୈଳାସ ରାଉତ,ସରୋଜ ସାହୁ,ସୁହାନି ସାହୁ,ପ୍ରଶାନ୍ତ ସାହୁ ଉପସ୍ଥିତ ଥିଲେ ସେବାରେ । ପରିବେଶର ସୁରକ୍ଷା ସାଧନ ଆମ ସମସ୍ତଙ୍କର ଏକ ନୈତିକ କର୍ତ୍ତବ୍ୟ ଏବଂ ଏ ସୁନ୍ଦର ବିଶ୍ୱକୁ ବଞ୍ଚାଇ ରଖିବାକୁ ହେଲେ ପରିବେଶର ସୁରକ୍ଷା ଓ ସ୍ୱଚ୍ଛତା ପାଇଁ ଆମ ପ୍ରତ୍ୟେକଙ୍କୁ ଧ୍ୟାନ ଦେବାକୁ ପଡ଼ିବ ସମାଜର କଲ୍ୟାଣ ପାଇଁ ଆମ ସମସ୍ତଙ୍କର ଅବଦାନ ରହିବା ଆବଶ୍ୟକ ଅଟେ ।

Post a Comment