ଢେଙ୍କାନାଳ,(ଆଜତକ୍ ଓଡ଼ିଶା) ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ ମଙ୍ଗଳପୁର ଗାଆଁର ପଣ୍ଡୁଆ ପୋଖରୀ ହୁଡ଼ା ଚାରିପାଖ ସଫେଇ ପୋଖରୀ ଭିତରୁ ଅଳିଆ ବାହାର କରାଯାଇ ପୋଖରୀ ଚାରିପାଖ ସଫେଇ ସେବା କାର୍ୟ୍ଯ କରାଯାଇ ଲୋକଙ୍କୁ ସଚେତନତ କରା ଯାଇଥିଲା ପୋଖରୀ ଭିତରକୁ ଅଳିଆ ଆବର୍ଜନା ଭଙ୍ଗା କାଚ,ପଲଥିନ ଜରି ନପକାଇ ବାକୁ ଗ୍ରାମ ବାସୀଙ୍କୁ ସଚେତ ବାର୍ତ୍ତା ଦିଆ ଯାଇଥିଲା ଓ ପୋଖରୀ ଚାରିପାଖ ପରିଷ୍କାର ପରିଛନ୍ନ ରଖିବା ଆମ ପରିବେଶ ସଫା ସୁନ୍ଦର ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କର ଦାୟତ୍ୱ,ଆସନ୍ତୁ ଆମେ ସମସ୍ତେ ମିଳିମିଶି ନିଜ ପରିବେଶକୁ ସଫା ରଖିବା ଆମେ ଯଦି ପୋଖରୀ ଅପରିଷ୍କାର କରିବା ତେବେ ଆମେ ରୋଗରେ ପଡିବା ଆମ ଉପରେ ଖରାପ ପ୍ରବାହ ପଡ଼ିବ ତେଣୁ ଆମେ ସମସ୍ତେ ଏଥିପ୍ରତି ସଚେତନ ହେବା ଜରୁରୀ । ଆଜିର ସେବା କାର୍ଯ୍ୟକ୍ରମରେ ସମ୍ଭବ ଚାରିଟେବୁଲର କୋଷାଧ୍ୟକ ସୁମିତ୍ରା ସାହୁ,ଅନିତା ସାହୁ ପପୁନି ସାହୁ ଉପସ୍ଥିତ ଥିଲେ ସମ୍ଭବ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦିକା ସୁଶ୍ରୀ ପ୍ରମିଳା ସିଂହ କହିଛନ୍ତି ଏମିତି ସଫେଇ ସେବା କାର୍ୟ୍ଯ ଆଗକୁ ଜାରି ରହିବ ସମାଜର ହିତ ଲାଗି ।

Post a Comment