ଗ୍ରୀଷ୍ମପ୍ରବାହ ପାଇଁ ପଶୁପକ୍ଷୀ ମାନଙ୍କ ପାଇଁ ପାଣିକୁଣ୍ଡ ବ୍ୟବସ୍ଥା


ଢେଙ୍କାନାଳ,(ଆଜତକ୍ ଓଡ଼ିଶା) ଢେଙ୍କାନାଳ ଜିଲ୍ଲାର ମଙ୍ଗଳପୁର ଗାଆଁର ବାସିନ୍ଦା ସମାଜସେବୀ ସୁଶ୍ରୀ ସୁମିତ୍ରା ସାହୁ ନିଜସ୍ଵ ଉଦ୍ୟାମ ଅସହ୍ୟ ଅସହ୍ୟ ଗରମ ଓ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ପଶୁପକ୍ଷୀ ମାନଙ୍କ ନିମନ୍ତେ ପିଇବା ପାଣି କୁଣ୍ଡର ବ୍ୟବସ୍ଥା କରିଛନ୍ତି ମଙ୍ଗଳପୁର ଗାଆଁର ଛକ ମାନଙ୍କରେ ୫ଟି ପାଣି କୁଣ୍ଡ ରଖି ପ୍ରତିଦିନ ପାଣି ଭରି ରଖୁଛନ୍ତି ପାଣି କୁଣ୍ଡରେ,ଗାଆଁରେ ଛକ ମାନଙ୍କରେ ବୁଲା ପଶୁପକ୍ଷୀଙ୍କ ପାଇଁ ପାଣିକୁଣ୍ଡ ରଖିଜଳ ଭରି ରଖା ଯାଉଛି ପ୍ରତିଦିନ ସେବା କାର୍ୟ୍ଯ ଜାରି ରହିଛି,ବୁଲା ପଶୁପକ୍ଷୀ ମନେ ଜଳ ସେବନ କରି ନିଜର ତୁଷା ମେଣ୍ଟାଉଛନ୍ତି ସୁମିତ୍ରା କହିଛନ୍ତି ମଣିଷ ମାନେ କଥା କହି ପାରୁଛନ୍ତି ଶୋଷ ଲାଗିଲେ କହି ପାରିବେ ପଶୁପକ୍ଷୀ ମାନେ କଥା କହି ପାରୁ ନାହାଁନ୍ତି ଆମେ ତାଙ୍କ ମନ କଥା ବୁଝି ପାରିବା ଦରକାର ସେମାନଙ୍କୁ ହୃଦୟରୁ ଭଲ ପାଇବା ପଶୁପକ୍ଷୀ ମାନଙ୍କୁ ସମ୍ମାନ ଜଣାଇ ଖରାଦିନେ ତାଙ୍କ ପାଇଁ ପିଇବା ପାଇଁ ବ୍ୟବସ୍ଥା କରିବା ମୂଲ୍ୟବାନ ସମୟ ଦେଇ ଏହା ଜରୁରୀ ଅଟେ ଆମ ସମସ୍ତଙ୍କ ପାଇଁ,ଏମିତି ସେବା କାର୍ୟ୍ଯ ଜାରି ରହିବ ସମାଜର ମଙ୍ଗଳ ପାଇଁ ଗ୍ରୀଷ୍ମପ୍ରବାହ ଥିବା ଯାଏ ।

Post a Comment

Previous Post Next Post