ଜଳେଶ୍ୱର ୩/୬(ଜଗନ୍ନାଥ ଗୋଛାୟତ) ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଭଞ୍ଜ ଭବନ ପରିସରରେ ଆଜି ସନ୍ଧ୍ୟାରେ ସଭାପତି ଡ଼ଃ ରମାକାନ୍ତ ଭଞଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ସମ୍ପାଦକ ଡ଼ଃ ଲଳିତ ରଞ୍ଜନ ସେନାପତି, କାର୍ଯ୍ୟକାରୀ ସଭାପତି ଭାସ୍କର ଚନ୍ଦ୍ର ମିଶ୍ର,ଅରୁଣ କୁମାର ବେଜ,ଦିଲ୍ଲୀପ ଗିରି,କମଳ ଚକ୍ରବର୍ତ୍ତୀ, ସୁକୁମାର ରଣା, ଅପର୍ଣ୍ଣା ଚୌଧୁରୀ, ଜିତାରମ ଦେ,ଭାଗବତ ଚନ୍ଦ୍ର ପରିଡ଼ା,ଖଗେନ୍ଦ୍ର ନାଥ ସାହୁ,କପିଳେଶ୍ୱର ମହାନ୍ତି, ବନମାଳୀ ଧଳ,ଡ଼ଃ ଅଜିତ କୁମାର ମହାନ୍ତି, ସିଦ୍ଧେଶ୍ୱର ପଣ୍ଡା, ଅବନୀ କୁମାର ଚନ୍ଦ,ଦୁର୍ଗା ଶଙ୍କର ଗିରି,ସୁନୀଲ କୁମାର ନାୟକ,ରାମଚନ୍ଦ୍ର ସାହୁ,ଜିତଂ।ଶୁ ଶେଖର ନନ୍ଦୀ, ବିଭୁତି କୁମାର ଦାସ,ସିଦ୍ଧେଶ୍ୱର ତ୍ରିପାଠୀ ପ୍ରମୁଖ ଯୋଗଦେଇ ଶତାବ୍ଦୀର ସବୁଠାରୁ ବଡ଼ ରେଳ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଉଦ୍ଧେଶ୍ୟରେ ଗଭୀର ସମବେଦନା ଜ୍ଞାପନ କରିଥିଲେ।ଶେଷରେ ଶ୍ରୀମନ୍ତ କୁମାର ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ।।

Post a Comment