ଜଳେଶ୍ୱର,୯/୬ (ଜଗନ୍ନାଥ ଗୋଛାୟତ) କଥା ରେ ଅଛି ଦୁଃଖ ଯେତେବେଳେ ଆସେ ତାହା ଧନୀ କିମ୍ବା ଗରିବ ଦେଖି ଆସି ନ ଥାଏ । ସେହି ପରି ଭାବେ ଆଜି ବି ସମାଜରେ ଅନେକ ଦୁଃଖୀ ଅଶୋହାୟ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଏତେ ପର୍ଯ୍ୟନ୍ତ ସରକାରଙ୍କ ଯୋଜନା ପହଁଚି ପାରୁନାହିଁ । ଅନେକ ଲୋକ ଅସହାୟ ହୋଇ ଅନ୍ଧାରରେ ଜୀବନ ନିର୍ବାହ କରୁଛନ୍ତି, ସୂଚନା ଅନୁଯାଇ କନକେଇ ଗ୍ରାମର ବରଡିହା ଗ୍ରାମ ପଂଚାୟତ ମନୋରଞ୍ଜନ ବେହେରା ଯିଏ ସମ୍ପୂର୍ଣ ଭିନ୍ନକ୍ଷମ ଏବଂ ତାଙ୍କ ଝିଅ ବି ଭିନ୍ନକ୍ଷମ ଯେଉଁମାନେ ଆଜକୁ ଦୀର୍ଘ ଦଶବର୍ଷ ଧରି ଭିନ୍ନକ୍ଷମ ହେବା ସତେ ସରକାର ଙ୍କ ଦୃଷ୍ଟ ଆକଶ୍ରଣ ହୋଇ ପାରି ନାହିଁ କିମ୍ବା ଭିନ୍ନକ୍ଷମ ଭର୍ତ୍ତା ପାଇଁ ପାରି ନାହାନ୍ତି ଗୋଟେ ଅଳି ଖାଇଲେ ଆଉ ଗୋଟେ ଅଳି ଉପାସ ରେ ଜୀବନ ଯାପନ କରିବାକୁ ପଡୁଛି ଘରେ କେହି ରୋଜଗାର କ୍ଷମ ନ ଥିବାରୁ ଅନେକ କଷ୍ଟରେ ଜୀବନ ଯାପନ ନିର୍ବାହ କରୁଛନ୍ତି ଏହି ଖବର ଜଳେଶ୍ୱର ସାମାଜିକ ସଂଗଠନ ପାଖରେ ପହଁଚିଲା ପରେ ସଂଗଠନର ମୁଖ୍ୟ ଜଗନ୍ନାଥ ପରିଡା ତାଙ୍କ ଘର ପରିଦର୍ଶନ କରି ସମସ୍ତ କଥା ବୁଝିଥିଲେ ଏବଂ ସରକାର ଙ୍କ ପାଖରେ ତାଙ୍କୁ କିପରି ସାହାଯ୍ୟ ଏବଂ ଭିନ୍ନକ୍ଷମ ଭର୍ତ୍ତା ହୋଇ ପାରିବ ସେହି ବିଷୟରେ ପ୍ରୟାସ କରିଥିଲେ ଏହି କାଯ୍ୟକ୍ରମ ରେ ସେହି ଗ୍ରାମର ଯୁବକ ଦିବେନ୍ଧୁ ଦେ,ହେମନ୍ତ ସୁର,ସନ୍ୟାସୀ ମିଶ୍ରି,ପର୍ଶୁରାମ ପାତ୍ର ଉପସ୍ଥିତ ରହି ସହଯୋଗ ମଧ୍ୟ୍ୟ କରିଥିଲେ ସାମାଜିକ ସଂଗଠନ ତରଫରୁ ଏହି ପରିବାର କୁ ଦୁଇମାସ ଚାଉଳ, ମୁଡି ଏବଂ ପନିପରିବା, ଘର ଚଳିବା ପାଇଁ ରାସନ ସାମଗ୍ରୀ ଦେବା ସହିତ ଆଉ ଅଗ୍ରିମ ଦୁଇମାସ ର ରାସନ ସାମଗ୍ରୀ ପାଇଁ ଆର୍ଥିକ ସାହାଯ୍ୟ ମଧ୍ୟ୍ୟ କରିଥିଲେ ସଂଗଠନ ତରଫରୁ ଅନେକ ମେମ୍ବର ମାନେ ସାହାଯ୍ୟ ପାଇଁ ଆଗେଇ ଆସିବା ସହିତ ଜଳେଶ୍ୱର ଶାଖା ସଭାପତି ନରହରି ବେହେରା, ସମ୍ପାଦକ ଶୁଭମ ମହାନ୍ତି ଉପଦେଷ୍ଟା ଅଜୟ ବାଗ, ସୌଭାଗ୍ୟ ପାଳ, ଅମିତ ଦାସ,କୁମୁଦିନୀ ବ୍ରହ୍ମ, ମଧୁମିତା ଦାସ,ରିତାରାଣୀ ଦାସ, ରୋହିତ ଜେନା ଉପସ୍ଥିତ ରହି ଏହି ପରିବାର କୁ ସାହାଯ୍ୟର ହାତ ବଢ଼ାଇଛନ୍ତି।

Post a Comment