ଧର୍ମଗଡ : (ପ୍ରଦିପ ସେଠିଆ) ଧର୍ମଗଡ ବ୍ଲକ ସଭଗୃହରେ ମୋ ଘର ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଚେତନା ଶିବିରରେ ବ୍ଲକ ଅନ୍ତର୍ଗତ ଅନ୍ତର୍ଗତ ସମସ୍ତ ସରପଞ୍ଚ ,ସମିତି ସଭ୍ୟସଭ୍ୟା ,ଜିଲ୍ଲା ପରିଷଦ। ଉପସ୍ଥିତ ରହିଥିବା ବେଳେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀଙ୍କ ଅଧକ୍ଷତା ରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା।ଗୋଷ୍ଟି ଉନ୍ନୟନ ଅଧିକାରୀ ଶରତ କୁମାର ସେଠୀ ଉପସ୍ଥିତି ରହି ମୋ ଘର କାର୍ଯ୍ୟକ୍ରମ ର। ଉଡେଶ୍ୟ ଓ ତାର ଫାଇଦା କିଭଳି ଭଳି ଭାବେ ସାଧାରଣ ଲୋକ ପାଇ ପାରିବେ ତାର ବିବରଣୀ ସହ ସଚେତନା କରାଇଥିଲେ।ସରକାର କିଛି ଦିନ ତଳେ ଜନସାଧରଣଙ୍କୁ ଘର ଋଣ ଯୋଗାଇ ଦେବା ବ୍ୟବସ୍ଥା ହାତକୁ ନେଇଛନ୍ତି।ଯୋଗ୍ୟ ହିତାଧିକାରୀ ତାର ଫାଇଦା ନେବା ସହ କିଭଳି ସରଳ ଭାବେ ଏହି ଋଣ ପାଇ ପାରିବେ ଓ ଏହା ବାର୍ତ୍ତା ପ୍ରତ୍ୟେକ ପଞ୍ଚାୟତ ଗାଁ ମାନଙ୍କରେ ପହଞ୍ଚିବ ନିର୍ବାଚିତ ପ୍ରତିନିଧିମାନଙ୍କ ଦାୟିତ୍ୱ ବୋଲି ବ୍ଲକ୍ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ କହିଥିଲେ। ତେବେ ସରକାରଙ୍କ ଏହି ବ୍ୟବସ୍ଥା ଲୋକଙ୍କ କେତେ ଫଳାପ୍ରଦ ହେବ ସମୟ ଆସିଲେ ଜଣା ପଡ଼ିବ।

Post a Comment